Latest Odisha News

BREAKING NEWS

T20 World Cup: ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନକୁ ନେଇ ନୂତନ ବିବାଦ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍-୨୦୨୬ ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମଧ୍ୟ ପାକିସ୍ତାନକୁ ନେଇ ସସପେନ୍ସ ଏବଂ ବିବାଦ ଉଭୟ ରହିଛି। ବିଶ୍ୱକପ୍‌ରେ ପାକିସ୍ତାନର ଅଂଶଗ୍ରହଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇନଥିବା ବେଳେ ବାଂଲାଦେଶକୁ…

Beating Retreat: ବିଟିଂ ରିଟ୍ରିଟ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ, ଟ୍ରାଫିକ୍ ପରାମର୍ଶ ଜାରି

ନୂଆଦିଲ୍ଲୀ: ଜାନୁଆରୀ ୨୭ରେ ବିଜୟ ଚୌକରେ ଅନୁଷ୍ଠିତ ହେବାକୁ ଥିବା ବିଟିଂ ରିଟ୍ରିଟ୍ ସମାରୋହର ପୂର୍ଣ୍ଣ ଡ୍ରେସ୍ ରିହର୍ସଲ୍ ସମ୍ପର୍କରେ ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏକ ସ୍ୱତନ୍ତ୍ର ଟ୍ରାଫିକ ପରାମର୍ଶ ଜାରି କରିଛି। ସୁରକ୍ଷା ଏବଂ କାର୍ଯ୍ୟକ୍ରମର ଆୟୋଜନ ସୁନିଶ୍ଚିତ କରିବା ପାଇଁ କିଛି ପ୍ରମୁଖ…

Bomb Attack: ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼, ଦୁର୍ବୃତ୍ତ ଫେରାର

ଗଞ୍ଜାମ: ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ଘରେ ସମସ୍ତେ ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼ ହୋଇଛି। ବୋମା ମାଡ଼ରେ ଭାଙ୍ଗିଲା କାନ୍ଥ ,କବାଟ, ଘରର ବହୁ ସାମଗ୍ରୀ। ଅଳ୍ପକେ ବର୍ତ୍ତିଗଲେ ବାପା, ମାଆ ଓ…

Winter Storm: ଭୟଙ୍କର ତୁଷାରପାତ ନେଲା ୩୦ ଜୀବନ

ୱାଶିଂଟନ: ଆମେରିକା ବର୍ତ୍ତମାନ ଏକ ଭୟଙ୍କର ତୁଷାରପାତର ସମ୍ମୁଖୀନ ହେଉଛି, ଯାହା ଲକ୍ଷ ଲକ୍ଷ ଆମେରିକୀୟଙ୍କୁ ଥଣ୍ଡା ଏବଂ ବିନା ବିଦ୍ୟୁତ୍‌ରେ ଆଉ ଏକ ରାତି ବିତାଇବାକୁ ବାଧ୍ୟ କରୁଛି। ସୋମବାର ଦିନ ତୁଷାରପାତ ଦେଶର ଉତ୍ତର-ପୂର୍ବ ଭାଗରେ ଅଧିକ ତୁଷାରପାତ ଆଣିଛି, ଯେତେବେଳେ ଦକ୍ଷିଣର କିଛି…

Mahanadi Water Dispute: ଛତିଶଗଡ ଯିବେ ଓଡ଼ିଶା ପ୍ରତିନିଧି ଦଳ, ମହାନଦୀର ଉପରମୁଣ୍ଡରେ କରିବେ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର: ଏଥର ଗୋଟିଏ ଟେବୁଲରେ ବସିବେ ଓଡିଶା- ଛତିଶଗଡ଼। ମହାନଦୀକୁ ନେଇ ମୁହାଁମୁହିଁ ହେବେ ଏବଂ କରିବେ ଆଲୋଚନା। ଖୁବଶୀଘ୍ର ଓଡିଶାର ଏକ ଟିମ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିବ । ହେଲେ ଓଡିଶା କେଉଁ ପ୍ରସଙ୍ଗରେ ଆଲୋଚନା କରିବ ସେ ଉପରେ ସମସ୍ତଙ୍କ ନଜର। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ…

India Canada Relations: ମାର୍ଚ୍ଚରେ ଭାରତ ଗସ୍ତରେ ଆସିପାାରନ୍ତି କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ମାର୍ଚ୍ଚ ପ୍ରଥମ ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି। ଏହି ସୂଚନା କାନାଡାରେ ଭାରତର ହାଇକମିଶନର ଦିନେଶ ପଟ୍ଟନାୟକ ଏକ ସାକ୍ଷାତକାରରେ ଦେଇଛନ୍ତି। ପଟ୍ଟନାୟକଙ୍କ ମତରେ, ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆମେରିକା ଉପରେ କାନାଡାର…

ବାର୍‌ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ପ୍ରାଣ, ୨ ଗୁରୁତର

କନ୍ଧମାଳ: ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୨ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳର । ମୃତକ ହେଲେ କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ(୬୦)। ଆହତମାନେ ହେଲେ ନିରଜିନୀ…

ବାଜି ଚୌକରେ ପରିବା ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ

ଢେଙ୍କାନାଳ:ବାଜିଚୌକ ସ୍ଥିତ ଦୈନିକ ପରିବା ମାର୍କେଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୁତ୍ତ । ଦୁର୍ବୁତ୍ତଙ୍କ ଖଣ୍ଡା ଓ ଭୁଜାଲି ଚୋଟରେ ପରିବା ବ୍ୟବସାୟୀ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଓ ପରେ କଟକ ଏସ ସିବିକୁ…

ଆଦିବାସୀ ମେଳା ଉଦଘାଟିତ; ଆଦିବାସୀ ଶିକ୍ଷିତ, ସଚେତନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉଦଘାଟନ ହେଲା ଆଦିବାସୀ ମେଳା ୨୦୨୬ । ଆଦିବାସୀ ମେଳା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀଙ୍କ ଜୀବନ, ଜୀବିକା, ମୌଳିକ ସମସ୍ୟା ଦୂର କରିବାକୁ ଫୋକସ୍ କରାଯିବ। ଖୁବ୍…

HIL 2026: ୨ୟ ଥର ପାାଇଁ ଚମ୍ପିଆନ ହେଲା କଳିଙ୍ଗ ଲାନ୍ସର୍ସ, ବ୍ରୋଞ୍ଚ ଜିଣିଲା ତୁଫାନ୍ସ

ଭୁବନେଶ୍ବର:ହକି ଇଣ୍ଡିଆ ଲିଗ୍ ୨୦୨୬ର ଟାଇଟଲ ଜିଣିଲା ଘରୋଇ ଦଳ କଳିଙ୍ଗ ଲାନ୍ସର୍ସ । ଫାଇନାଲରେ ରାଞ୍ଚି ରୟାଲ୍ସକୁ ୩-୨ଗୋଲରେ ପରାସ୍ତ କରି ବେଦାନ୍ତ କଳିଙ୍ଗ ଲାନସର୍ସ ପୁରୁଷ HIL 2025-26ର ଚମ୍ପିଆନ ହୋଇଛି । ୨ୟ ଥର ପାାଇଁ ଚମ୍ପିଆନ ହୋଇଛି କଳିଙ୍ଗ । ପୂର୍ବରୁ ୨୦୧୭ରେ କଳିଙ୍ଗ ବିଜୟ…