ଓଡ଼ିଶା ରାଜ୍ୟପାଳଙ୍କ ଦ୍ୱାରା ‘ଗାନ୍ଧୀ’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଶନିବାର ଦିନ ରାଜଭବନଠାରେ ‘ଗାନ୍ଧୀ’ ପୁସ୍ତକ ଉନ୍ମୋଚିତ କରିଛନ୍ତି । ବିଶିଷ୍ଟ କବି ଭାରତ ମାଝୀ ଓ ବନୋଜ ତ୍ରିପାଠୀଙ୍କ ଦ୍ୱାରା ସଂକଳିତ ଏବଂ ‘ପକ୍ଷୀଘର’ ପ୍ରକାଶନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଗାନ୍ଧିଜୀଙ୍କୁ ନେଇ ଲେଖା କବିତା ଏବଂ ତାଙ୍କୁ…