Latest Odisha News

BREAKING NEWS

ଏସିଆନ୍ ଗେମ୍ସ ୨୦୨୬: ବର୍ଷା ଯୋଗୁଁ କ୍ରିକେଟ୍ କ୍ୱାଟରଫାଇନାଲ୍ ରଦ୍ଦ

ଆଇଚି-ନାଗୋୟା:ଜାପାନର ଆଇଚି-ନାଗୋୟାଠାରେ ଚାଲିଥିବା ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ସେମିଫାଇନାଲରେ ଭାରତର ସାମ୍ନା ଶ୍ରୀଲଙ୍କା ସହ ଏବଂ ପାକିସ୍ତାନର ମୁକାବିଲା ବାଂଲାଦେଶ ସହ ହେବ । ପ୍ରବଳ ବର୍ଷା ଯୋଗୁଁ ଚାରୋଟିଯାକ କ୍ୱାଟରଫାଇନାଲ୍ ମ୍ୟାଚ୍ ଗୋଟିଏ ହେଲେ ବି ବଲ୍ ନଫିଙ୍ଗି ରଦ୍ଦ…

କେନ୍ଦ୍ର ସରକାରଙ୍କ ‘ପ୍ରଗତି ୫୦’ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଓ ପୁରୀ

ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ‘ପ୍ରଗତି ୫୦’ ଯୋଜନାରେ ଓଡ଼ିଶାର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଏବଂ ପୁରୀକୁ ସାମିଲ କରାଯାଇଛି । ସ୍ୱଚ୍ଛତା ଏବଂ ପରିମଳ କ୍ଷେତ୍ରରେ ଉଚ୍ଚ ମାନଦଣ୍ଡ ସ୍ଥାପନ କରିବା ପାଇଁ ସାରା ଦେଶରୁ ମନୋନୀତ ହୋଇଥିବା ୫୦ଟି…

କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ: ରେଳ ଚଳାଚଳ ପ୍ରଭାବିତ, ଏକାଧିକ ଟ୍ରେନ୍ ବାତିଲ୍

କୋରାପୁଟ: ଦକ୍ଷିଣ ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ସୃଷ୍ଟି ହୋଇଛି, ଯାହାର ସିଧାସଳଖ ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି । ରାୟଗଡ଼ା ରେଳ ଡିଭିଜନ୍ ଅଧୀନସ୍ଥ ମାଲିଗୁଡ଼ା ଏବଂ ଛତ୍ରିପୁଟ ରେଳ ଷ୍ଟେସନ୍ ମଧ୍ୟରେ ରେଳଧାରଣା ଉପରେ ପାହାଡ଼ରୁ ଅତଡ଼ା ଖସିବା ଫଳରେ ରେଳ ସେବା…

ଏଣିକି ଆପାର୍ଟମେଣ୍ଟ କିଣାବିକା ହେବ ସହଜ, ୨୦ ହଜାର ଟଙ୍କାକୁ ଖସିଲା ପଞ୍ଜିକରଣ ଦେୟ

ଭୁବନେଶ୍ୱର: ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକା ଏବଂ ପଞ୍ଜିକରଣ ପ୍ରକ୍ରିୟାକୁ ରାଜ୍ୟ ସରକାର ଅଧିକ ସରଳ ଓ ସୁବିଧାଜନକ କରିଛନ୍ତି। ଆର୍ପାଟମେଣ୍ଟ ପଞ୍ଜିକରଣ ଏବଂ ହସ୍ତାନ୍ତର ପାଇଁ ଲାଗୁ ହେଉଥିବା ଷ୍ଟାମ୍ପ ଡ୍ୟୁଟି ଏବଂ ଦେୟକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି । ଏ ସଂକ୍ରାନ୍ତରେ ଭାରତୀୟ…

ଏସିଆନ୍ ଗେମ୍ସରେ ଗୁଲବୀରଙ୍କ ଐତିହାସିକ ସଫଳତା: ୩ ଦିନରେ ଜିତିଲେ ୩ଟି ମେଡାଲ

ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସରେ ଭାରତୀୟ ଆଥଲେଟ ଗୁଲବୀର ସିଂ ଏକ ନୂଆ ଇତିହାସ ରଚିଛନ୍ତି । ଉତ୍ତର ପ୍ରଦେଶରେ ଜନ୍ମିତ ଏହି ଖେଳାଳି ମାତ୍ର ୩ ଦିନ ମଧ୍ୟରେ ୩ଟି ମେଡାଲ ହାସଲ କରିଛନ୍ତି ।  ୫୦୦୦ ମିଟର ଦୌଡ଼କୁ ୧୩:୩୨.୭୫ ମିନିଟରେ ଶେଷ କରି ସେ ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଛନ୍ତି ।…

Asian Games 2026: ସୁଟିଂରେ ସୁନା ଜିତିଲେ ନୀରୁ

ବ୍ୟୁରୋ: ଇତିହାସ ରଚିଲେ ନୀରୁ ଦାଣ୍ଡା । ଦେଶ ପାଇଁ ସୁନା ଜିତିଲେ ସୁନା ଝିଅ । ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଜଣେ ମହିଳା ଏକକ ନିଶାନାବାଜିରେ ଜିତିଛନ୍ତି ଗୋଲଡ ମେଡାଲ୍ । ମହିଳା ଦଳଗତ ଇଭେଂଟରେ ପୂର୍ବରୁ ରୌପ୍ୟ ମେଡାଲ ଜିତିଥିଲେ ନୀରୁ । ହରିୟାଣାର ୨୬ ବର୍ଷୀୟା ନୀରୁ ମହିଳା ଟ୍ରାପ୍…

OSSTET ଗୁଜବକୁ ନେଇ BSEର ଖଣ୍ଡନ, ୩୦ରେ ହେବ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ଆସନ୍ତାକାଲି 'ସେକେଣ୍ଡାରୀ ସ୍କୁଲ୍ ଟିଚର୍ସ ଏଲିଜିବିଲିଟି ଟେଷ୍ଟ' (OSSTET) ୨୦୨୬ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟ ବା ପେପର (ପେପର-I ଏବଂ ପେପର-II) ରେ ସକାଳ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ…

CEC’s removal: ଦୁଇ ନିର୍ବାଚନ କମିଶନରଙ୍କୁ କ’ଣ ପଦରୁ ହଟାଇପାରିବେ CEC ଜ୍ଞାନେଶ କୁମାର? ତାଙ୍କୁ ହଟାଇବା ପାଇଁ ବି…

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର ୩ ସଦସ୍ୟଙ୍କ ମଧ୍ୟରେ ମତଭେଦକୁ ନେଇ ଚର୍ଚ୍ଚା ଜୋର ତେଜିଛି । ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ ଦୁଇ ନିର୍ବାଚନ କମିଶନର ବିବେକ ଯୋଶୀ ଓ ସୁଖବୀର ସିଂହ ସାନ୍ଧୁଙ୍କ ମଧ୍ୟରେ SIR ଓ ଭୋଟର ତାଲିକା ସମ୍ବନ୍ଧୀୟ କିଛି ପ୍ରସଙ୍ଗକୁ ନେଇ ମତଭେଦ…

Drishyam: The Conclusion Craze, ପ୍ରି-ଟିକେଟ୍ ବିକ୍ରିରେ ରେକର୍ଡ

ମୁମ୍ବାଇ: ରିଲିଜ୍ ପାଇଁ ଆଉ ୩ଦିନ ବାକି । ଦେଶବ୍ୟାପୀ ଫାଷ୍ଟ ଡେ ଫାଷ୍ଟ ଶୋ ତଥା ପ୍ରଥମ ୩ଦିନ ପାଇଁ ସବୁ ଟିକେଟ୍ ହୋଇଗଲାଣି ସୋଲଡ ଆଉଟ୍‌ । ଆଜ୍ଞା ହଁ, ଅକ୍ଟୋବର ୨ରେ ରିଲିଜ୍ ହେବ ଆକ୍ସନ ଷ୍ଟାର ଅଜୟ ଦେବଗନଙ୍କ ବହୁ ପ୍ରିତିକ୍ଷୀତ ଫିଲ୍ମ “ଦୃଶ୍ୟମ: ଦ କନକ୍ଲୁଜନ୍‌” । ତା ପୂର୍ବରୁ ପ୍ରଥମ…

IT to Auto Rider: ଆଇଟି ଚାକିରି ଛାଡ଼ି ଯୁବତୀ ଚଲାଇଲେ ରାପିଡୋ ଅଟୋ, କହିଲେ, ‘ମିଳୁଛି ଅଧିକ ରୋଜଗାର, ଅଛି…

ବେଙ୍ଗାଲୁରୁ: ଆଇଟି କମ୍ପାନୀରେ ଭଲ ଚାକିରି, କିନ୍ତୁ ମା’ଙ୍କ ଯତ୍ନ ନେବା ପାଇଁ ଛାଡ଼ିଦେଲେ କର୍ପୋରେଟ୍ କ୍ୟାରିୟର। ଏବେ ରାପିଡୋ ଅଟୋ ଚଲାଇ ଚର୍ଚ୍ଚାରେ ବେଙ୍ଗାଲୁରୁର ଜଣେ ପୂର୍ବତନ ଆଇଟି କର୍ମଚାରୀ। ତାଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ନିଷ୍ପତ୍ତିକୁ ନେଇ ଆଲୋଚନା…