Latest Odisha News

BREAKING NEWS

ନେହେରୁ ମେମୋରିଆଲର ନାଁ ବଦଳାଇଲେ ମୋଦୀ ସରକାର, ତାତିଲା କଂଗ୍ରେସ

ନୂଆଦିଲ୍ଲୀ: ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ (NMML)କୁ ବର୍ତ୍ତମାନ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ସୋସାଇଟି (PMMS) କୁହାଯିବ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନ ଭାବରେ କାର୍ଯ୍ୟ କରୁଥିବା ତିନ୍ ମୁର୍ତ୍ତୀ ପରିସରରେ…

ଏସିଆ କପରେ ଦଳକୁ ଫେରି ପାରନ୍ତି ଶ୍ରେୟାଶ, ବୁମରାହ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟର ୨୦୨୩ ସଂସ୍କରଣ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ । ପାକିସ୍ତାନରେ ୪ଟି ଏବଂ ଶ୍ରୀଲଙ୍କାରେ ୯ଟି ମ୍ୟାଚ ଖେଳାଯିବ । ଏଥିପାଇଁ ଖୁବ ଶୀଘ୍ର ଟିମ ଇଣ୍ଡିଆର ଦଳ ଚୟନ କରାଯିବ । ରିପୋର୍ଟ ମୁତାବକ ଏହି ଟୁର୍ଣ୍ଣାମେଂଟ ମାଧ୍ୟମରେ ଯଶପ୍ରୀତ ବୁମରାହ ଓ…

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଚିକିତ୍ସିତ ହେଉଥିବା ଜଣେ ଆହତଙ୍କର ମୃତ୍ୟୁ

କଟକ: ଭୟଙ୍କର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ ବିହାର ବାସିନ୍ଦା ୧୭ ବର୍ଷୀୟ ପ୍ରକାଶ ରାମ। ଗୁରୁତର ଆହତ ହୋଇ ଏକଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ ପ୍ରକାଶ। ଆସିୟୁରେ ତାଙ୍କର ଚିକିତ୍ସିତ…

ନିଶା ବର୍ଜନର ବାର୍ତ୍ତା ନେଇ ଝାରସୁଗୁଡ଼ାରୁ ଭୁଟାନ, ୩ ହଜାର କିମି ପଦଯାତ୍ରାରେ ବାହାରିଛନ୍ତି ୬୬ ବର୍ଷୀୟ ଅଭିରାମ

ସୋର: ନିଶା ସେବନ ଭୟବାହତା ଓ ପ୍ରତିଦିନ ଶାରୀରିକ ବ୍ୟାୟାମ କରି ସୁସ୍ଥ ଓ ନିରାମୟ ହେବାକୁ ବାର୍ତ୍ତା ଦେଉଛନ୍ତି ୬୬ ବର୍ଷୀୟ ବୟସ୍କ ଅଭିରାମ ଶତପଥୀ। ଏଥିପାଇଁ ସେ ପଦଯାତ୍ରା କରି ଲୋକଙ୍କୁ ସଚେତନ କରାଯାଉଛନ୍ତି। ଏଥର ତାଙ୍କ ପଦଯାତ୍ରା ଟିକେ ଲମ୍ବା। ପ୍ରାୟ ୩ ହଜାର କିମି। ପଦଯାତ୍ରା କରି ସେ…

ଲଞ୍ଚ୍ ହେବାକୁ ଯାଉଛି ହ୍ୱାଟସ୍ ଆପ୍‌ର ନୂତନ ମଲ୍ଟି ଆକାଉଣ୍ଟ୍ ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲଞ୍ଚ ହେବାକୁ ଯାଉଛି ହ୍ୱାଟସ୍ ଆପ୍‌ର ଆଉ ଏକ ଫିଚର। ଏଣିକି ୟୁଜର୍ସ ପ୍ରତ୍ୟେକ ମଲ୍ଟିପୁଲ ଡିଭାଇସରେ ଏକାସହ ଖୋଲିପାରିବେ ନିଜ ଆକାଉଣ୍ଚ। ଯାହା ଦ୍ୱାରା ଆପଣଙ୍କର ବହୁତ ଲାଭ ହେବ। ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ଆଣ୍ଡ୍ରଏଡ୍, ଆଇଓଏସ୍, ୱିଣ୍ଡୋଜ୍ ଏବଂ…

ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ନାୟଗଡ଼: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ବାସଭବନ ସହିତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଜାରି ରିଖିଛି। ଦୁର୍ନୀତି ଅଭିଯୋଗରେ ପୂର୍ବରୁ…

ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି, ଅନୁଷ୍ଠିତ ହେବ ଘଣା ଲାଗି ନୀତି

ପୁରୀ: ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି ହୋଇଥିବାରୁ ଆଜି ମହାପ୍ରଭୁଙ୍କ  ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବା। ତା ସହିତ ଠାକୁରଙ୍କର ଖଡ଼ି ପ୍ରସାଦ ଲାଗି ମଧ୍ୟ ଅନୁଷ୍ଠିତ ହେବ। ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣା ଲାଗି କରାଯିବା ରେ ଖଳି ଲାଗି ହେବ ତା…

ଓଡ଼ିଶା ଓ ଛତିଶଗଡ଼ ପୁଲିସର ମିଳିତ ଛଡ଼ାଉ, ଗିରଫ ଶିକାର ଗ୍ୟାଙ୍ଗ, ବାଘ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ଉମରକୋଟ: ଦର୍ଘଦିନ ଧରି ବନ୍ୟଜନ୍ତୁ ଶିକାର କରି ଛାଲ ଓ ନଖ ବିକ୍ରି କରି ମାଲାମାଲ ହେଉଥିଲେ। ଗୁପ୍ତ ସୂଚନା ପାଇଁ ଗାଁରେ ଦୁଇଟି ରାଜ୍ୟରେ ପୁଲିସ ପଶି ଛଢ଼ାଉ କରିବାରୁ ବାଘ ଛାଲ ସହ ଗିରଫ ହୋଇଛନ୍ତି ଶିକାରୀ। ଓଡ଼ିଶା ସୀମାନ୍ତ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତର…

ଇଣ୍ଟରନେଟ୍ ମାଧ୍ୟମରେ ହୋଟେଲ ବୁକିଂ କରୁଥିଲେ ସାବଧାନ! ଚାଲିଛି ହୋଟେଲ ବୁକିଂ ସ୍କାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଆମେ ପ୍ରତ୍ୟେକ କାର୍ଯ୍ୟ କିମ୍ବା ଜିନିଷ କିଣିବା ପାଇଁ ଅନଲାଇନ ଉପରେ ନିର୍ଭର କରୁ। ଏହା ବୃତ୍ତିଗତ କାର୍ଯ୍ୟ ହେଉ କିମ୍ବା ପିଲାମାନଙ୍କର ଶିକ୍ଷା, ଇଣ୍ଟରନେଟ୍ ସବୁ ସ୍ଥାନରେ ବ୍ୟବହୃତ ହୁଏ। ଆମେ ସହର ବାହାରେ କୌଣସି ସ୍ଥାନକୁ ଯିବାକୁ ହେଲେ ପ୍ରଥମେ ହୋଟେଲ…

‘କୂ’ ଆପ୍ ମାଧ୍ୟମରେ କରିପାରିବେ ରୋଜଗାର, ଲଞ୍ଚ୍ ହେଲା ପ୍ରିମିୟମ୍ ପ୍ରୋଗ୍ରାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ଟ୍ୱିଟରର ମାସିକ କିମ୍ବା ବାର୍ଷିକ ଯୋଜନା ନେବାକୁ ଚାହୁଁନାହାଁନ୍ତି ତେବେ ଆମେ ଆପଣଙ୍କୁ ଏକ ମାଇକ୍ରୋବ୍ଲଗିଂ ସାଇଟ୍ ବିଷୟରେ କହିବୁ, ଯାହା ଏହାର ପ୍ରିମିୟମ୍ ପ୍ରୋଗ୍ରାମ ଲଞ୍ଚ କରିଛି। ଏହି ସାଇଟ ହେଉଛି 'କୂ' । ଏହି 'କୂ' ଆପ୍ ମାଧ୍ୟମରେ…