ପଦ୍ମକେଶରୀପୁର ହିଂସାକାଣ୍ଡ: ରାଜ୍ଯ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା
ଭୁବନେଶ୍ୱର: ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ପୁଲିସ ହିଂସାଗ୍ରସ୍ତ ପଦ୍ମକେଶରୀପୁରରେ ଏକ ବୈଠକ କରିବାର ଗୋଟିଏ ଦିନ ପରେ ଆଜି ପୁଣି ହିଂସାକାଣ୍ଡକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୋମବାର ଦିନ ସହର ଉପକଣ୍ଠରେ ଥିବା ଗାଁରେ…