Latest Odisha News

BREAKING NEWS

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ‘ବିଗ୍‌ବସ୍‌-୧୩’ ହାଉସ୍‌ର ଫଟୋ

ମୁମ୍ବାଇ: ଟେଲିଭିଜନ୍‌ର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌’ର ନୂଆ ସିଜିନ୍‌ (ବିଗ୍‌ବସ୍‌-୧୩) ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ । ଏଥର ମଧ୍ୟ ଏହି ଶୋ’କୁ ସୁପର୍‌ଷ୍ଟାର୍‌ ସଲମାନ୍‌ ଖାନ୍‌ ହିଁ ହୋଷ୍ଟ୍‌ କରିବେ । ଚଳିତ ବର୍ଷ ବିଗ୍‌ବସ୍‌-ହାଉସ୍‌ର ସେଟ୍‌ ମୁମ୍ବାଇର ଫିଲ୍ମସିଟିରେ ତିଆରି…

 ଆସନ୍ତା ମାସରୁ ଗଡିବ ଦେଶର ପ୍ରଥମ ବେସରକାରୀ ଟ୍ରେନ, ଜାଣନ୍ତୁ କେତେ ରହିବ ଏହାର ଭଡା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୪ ତାରିଖରେ ଗାଡିବ ଦେଶର ପ୍ରଥମ ବେସରକାରୀ ଟ୍ରେନ । ଦିଲ୍ଲୀରୁ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନର ନାମ ତେଜସ୍ ଏକ୍ସପ୍ରେସ୍ ରଖାଯାଇଛି। ଗାଜିଆବାଦ ଏବଂ କାନପୁର ଏହି ଦୁଇଟି ଷ୍ଟେସନରେ ରହିବାକୁ ଥିବା ତେଜସ୍ ଏକ୍ସପ୍ରେସ୍ ର…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଅକ୍ଟୋବର ୧ ରୁ ଲାଗୁ ହେବ ନୂଆ ପେନସନ ନିୟମ

ନୂଆଦିଲ୍ଲୀ: କେନ୍ଦ୍ରିୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ ଅନୁଯାୟୀ କର୍ତ୍ତବ୍ୟରତ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପାରିବାରିକ ପେନସନ ଦିଆଯାଇଥାଏ । ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ଚାକିରିରେ ସର୍ବନିମ୍ନ ୭…

ଅକ୍ଟୋବର ୧ରୁ ଅନଲାଇନ୍ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶା ପରିବହନ କର୍ତ୍ତୃପକ୍ଷ (ଏସଟିଏ) ସୋମବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଜାରି କରିଛନ୍ତି ଯେ, ରାଜ୍ୟରେ ଅକ୍ଟୋବର ୧ ତାରିଖରୁ ସମସ୍ତ ଯାନବାହନ ଲାଗି ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ ଭାବେ ଲାଗୁ କରାଯିବ । ଏହି ବିଜ୍ଞପ୍ତି ଅନୁଯାୟୀ, ପଲ୍ୟୁସନ ଟେଷ୍ଟ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୨୪-୦୯-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୨୪ ରିଖ ମଙ୍ଗଳବାର କନ୍ୟା ୦୮ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ପୁନର୍ବସୁ ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ…

ଆରମ୍ଭ ହେଲା ମା ଭୈରବୀଙ୍କ ‘ଗୁପ୍ତ ପୂଜା’, ଷୋହଳ ଦିନ ପରେ ଭକ୍ତଙ୍କୁ ଦେବେ ଦର୍ଶନ

ବୌଦ୍ଧ: ରାଜ୍ୟର ଅନ୍ୟତମ ଐତିହାସିକ ପୀଠ ବୌଦ୍ଧ ଜିଲାର ପୁରୁଣାକଟକ ଠାରେ ପ୍ରତ୍ୟକ୍ଷ ଦେବୀ ମା’ ଭୈରବୀଙ୍କ ଷୋହଳ ଗୁପ୍ତ ପୂଜା ଆରମ୍ଭ ହୋଇଅଛି । ଏହି ସମୟରେ ମା’ ଙ୍କୁ ଗୁପ୍ତଭାବେ ମଧ୍ୟ ରାତ୍ରୀରେ ପୂଜା ହୋଇଥାଏ ଏବଂ ୧୬ ଦିନ ପରେ ନବମୀ ତିଥିରେ ଯାଇ ଭକ୍ତମାନେ ଦର୍ଶନ କରିଥାଆନ୍ତି ।…

ଧଉଳି ଶାନ୍ତିସ୍ତୁପରେ ଶିଳ୍ପୀଙ୍କ ସମାଗମ

ଭୁବନେଶ୍ୱର: କଳାକୁ ଜୀବନ ଓ ଜୀବିକା କରି ଆଗକୁ ବଢିବା ପାଇଁ କେତେଜଣ ଶିଳ୍ପୀ ହିଁ ବ୍ରତ ବୋଲି ଭାବିଥାନ୍ତି । ସେହିପରି ଦିଲ୍ଲୀର ଜଣେ ଶିଳ୍ପୀଙ୍କ ସହିତ ଆଲୋଚନା କରିଥିଲେ ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ । କୋଲକତା ସରକାରୀ…

‘ନ୍ୟାସନାଲ ଜିଓଗ୍ରାଫିକ’ରେ ନବୀନ; କହିବେ ‘ଫନି’ ମୁକାବିଲାର କାହାଣୀ

ଭୁବନେଶ୍ୱର: ପ୍ରଥମେ ମୋଦୀ ଆଉ ଏବେ ନବୀନ । ସାରା ଦୁନିଆ ଦେଖିବ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଫଳତାର ଝଲକ । କିଛିଦିନ ତଳେ 'ଡିସ୍କୋଭରି ଚ୍ୟାନେଲ' ର 'ମ୍ୟାନ୍ ଭର୍ସେସ୍ ୱାଇଲ୍ଡ' ଶୋ'ରେ ପ୍ରଧାନମନ୍ତ୍ରୀ ମୋଦୀ ନଜର ଆସିଥିବା ବେଳେ ବର୍ତ୍ତମାନ 'ନ୍ୟାସନଲ ଜିଓଗ୍ରାଫି ଚ୍ୟାନେଲରେ…

୨୦୨୧ରେ ହେବ ଡ଼ିଜିଟାଲ୍ ଜନଗଣନା: କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶରେ ମଲଟିପରପୋଜ୍ ଆଇଡ଼ି କାର୍ଡ଼ ବ୍ୟବହାର ଲାଗି ଏକ ପ୍ରସ୍ତାବ ଦେଇଛନ୍ତି । ଯେଉଁ କାର୍ଡ଼ରେ ପାସପୋର୍ଟ, ଆଧାର, ଭୋଟର୍ ପରିଚୟପତ୍ର ତଥା ପ୍ୟାନକାର୍ଡ଼ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବ ଏବଂ ଅନ୍ୟ ସୂଚନା ପ୍ରଦାନ କରୁଥିବ ସେହି କାର୍ଡ଼ ପ୍ରଚଳନ…