ରାଜ୍ୟସ୍ତରୀୟ ସବ ଜୁନିଅର ଓ କ୍ୟାଡେଟ କିରୋଗୀ, ପୁମସି ପ୍ରତିଯୋଗିତା ଅନୁଷ୍ଠିତ: ପୁରୀ ଚାମ୍ପିୟନ
ପୁରୀ: ସ୍ଥାନୀୟ ରେଲୱେ ଇଣ୍ଡୋର ହଲରେ ଓଡିଶା ଟାଏକୋଣ୍ଡୋ ସଂଘ ଓ ଟାଏକୋଣ୍ଡୋ ଆସୋସିଏଶନ ଅଫ ପୁରୀର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସବ ଜୁନିୟର କିରୋଗୀ ଓ ପୁମତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା କିରୋଗୀ ଓ ପୁମସୀ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି । କିରୋଗୀରେ…