ଜୟପୁରର ଏକ ସ୍କୁଲରେ ହୃଦଘାତରେ ୧୪ ବର୍ଷୀୟ ବାଳକର ମୃତ୍ୟୁ!
ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଘରୋଇ ସ୍କୁଲରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ୧୪ ବର୍ଷର ବାଳକ ଯୋଗେଶ ସିଂହ ହୃଦଘାତରେ ପ୍ରାଣ ହରାଇଛନ୍ତି।
ଡିସେମ୍ବର ୧୯ ତାରିଖ ସକାଳେ ଯୋଗେଶ ନିଜ କ୍ଲାସରୁମକୁ ଯାଇଥିଲେ। କ୍ଲାସରୁମ୍ କବାଟ ନିକଟରେ ପହଞ୍ଚିବା…