Latest Odisha News

BREAKING NEWS

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ମାନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ, ନେଦରଲାଣ୍ଡକୁ ସହଜରେ ହରାଇଲା ଭାରତ

ଲୀଡ୍ସ: ଏଠାରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ସ୍ମୃତି ମାନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଶ୍ରୀଚରଣୀଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ୯୫ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ…

ଓଡ଼ିଶା-ସିଙ୍ଗାପୁର ସହଭାଗିତା ହେବ ଅଧିକ ସୁଦୃଢ଼, ଗଠନ ହେବ ଏକ ସୁବ୍ୟବସ୍ଥିତ ମେକାନିଜିମ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବୁଧବାର ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ସାଇମନ୍ ୱଙ୍ଗ ଲୋକସେବା ଭବନ ଠାରେ ବୁଧବାର ସାକ୍ଷାତ କରିଛନ୍ତି। ଉଚ୍ଚସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଛନ୍ତି ।…

ଶାନ୍ତି ଚୁକ୍ତି ପୂର୍ବରୁ ଧମକାଇଲେ ଆମେରିକା, ପୁଣି ହୋଇପାରେ ଯୁଦ୍ଧ

ୱାଶିଂଟନ: ଶାନ୍ତି ଚୁକ୍ତି ପୂର୍ବରୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଶୁକ୍ରବାର ଶାନ୍ତି ଚୁକ୍ତି ପୂର୍ବରୁ MoU ଚୂଡ଼ାନ୍ତ ନୁହେଁ କହି ଚରମବାଣୀ ଶୁଣାଇଲେ ଟ୍ରମ୍ପ। ଯଦି ଇରାନ୍ ଠିକ୍ ବ୍ୟବହାର ନ କରେ ତାହେଲେ ପୁଣି ହୋଇପାରେ ଯୁଦ୍ଧ। ଆମେରିକା ପୁଣି ବୋମା ବର୍ଷଣ କରିବାକୁ ପଛାଇବନି।…

ଓଡ଼ିଶାରେ ୭୬ ହଜାର ୬୧୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ୫୦,୫୧୭ ନିଯୁକ୍ତି ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ HLCA ବୈଠକରେ ଅନୁମୋଦନ। ୭୬ ହଜାର ୬୧୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର। ଏହାଦ୍ବାରା ୫୦ ହଜାର ୫୧୭ ନିଯୁକ୍ତି ସୃଷ୍ଟି ସମ୍ଭାବନା ରହିଛି। ରତ୍ନପଥର,…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମାଓ ଡମ୍ପ୍‌ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

କନ୍ଧମାଳ: ଗତ ମାର୍ଚ୍ଚ ୩୧ ତାରିଖରୁ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ତେବେ ଜିଲ୍ଲାରେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଜୋରଦାର ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ମିଳୁଥିବା ସୂଚନା…

ଗିଲ, ଈଶାନଙ୍କ ଶତକ: ଆଫଗାନିସ୍ତାନକୁ ହରାଇ ସିରିଜ ହାତେଇଲା ଭାରତ

ଲକ୍ଷ୍ନୌ: ଅଧିନାୟକ ଶୁଭମନ ଗିଲ ଓ ଈଶାନ କିଶାନଙ୍କ ବିସ୍ଫୋରକ ଶତକ ବଳରେ ଭାରତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଆଫଗାନିସ୍ତାନକୁ ୧୭୦ ରନରେ ହରାଇଛି । ୨-୦ରେ ଅଗ୍ରଣୀ ରହି ଟିମ ଇଣ୍ଡିଆ ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରୋ ଆଗୁଆ ସିରିଜ ଜିତିନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି…

ଓଡ଼ିଶାରେ ଲାଗୁ ହେଲା ଭିବି-ଜି-ରାମଜି, ଗ୍ରାମାଞ୍ଚଳରେ ୧୨୦ ଦିନର ରୋଜଗାର ଗ୍ୟାରେଣ୍ଟି

ଭୁବନେଶ୍ବର: VB-G RAM G ଗ୍ରାମୀଣ ଯୋଜନାକୁ ସରକାରୀ ମୋହର। ଓଡିଶାରେ ଲାଗୁ ହେଲା ଭିବି-ଜି-ରାମଜି ଗ୍ରାମୀଣ ଯୋଜନା। ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର ‘ବିକଶିତ ଭାରତ-ଗ୍ରାମୀଣ ରୋଜଗାର ଓ…

ଅକ୍ଷିତାରାଜଙ୍କୁ ଏହି ଦିନ ବିବାହ କରିବେ ଆକାଶଦୀପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ଆକାଶଦୀପ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେ ଡେହରୀ ନିବାସୀ ଅକ୍ଷିତା ରାଜଙ୍କୁ ବିବାହ କରିବେ । ୨୧ ଜୁନରେ ତିଳକ, ୨୨ରେ ମେହେନ୍ଦୀ ଓ ୨୩ରେ ପାରମ୍ପାରିକ ରୀତି ନୀତିରେ ହଲଦୀ ସମାରୋହ ସମ୍ପନ୍ନ କରାଯିବ । ୨୪ରେ…

ଜି-୭ ସମ୍ମିଳନୀ: ଟ୍ରମ୍ପଙ୍କ ସାମ୍ନାରେ ଭାରତୀୟ ନାବିକଙ୍କ ସୁରକ୍ଷା ଚିନ୍ତା ବ୍ୟକ୍ତ କଲେ ମୋଦି; ଇରାନ ଶାନ୍ତି…

ଏଭିଆନ୍ (ଫ୍ରାନ୍ସ): ଏଭିଆନ୍‌ଠାରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୧୬ ମାସର ବ୍ୟବଧାନ ପରେ…

ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ସମୟ ଅଭାବରୁ ତ୍ରୁଟି ହୋଇଥିବା ସ୍ୱୀକାର କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ବଣ୍ଟା ଯାଇଥିବା ପାଠ୍ୟପୁସ୍ତକରେ ବ୍ୟାପକ ପ୍ରିଣ୍ଟିଂ ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଆଜି ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ପରେ…