ମୋଦିଙ୍କୁ ଟ୍ରମ୍ପଙ୍କ ଜବରଦସ୍ତ ପ୍ରଶଂସା: ‘ସେ ବେଶ୍ ଶାନ୍ତ, ଧୀରସ୍ଥିର କିନ୍ତୁ ନିଷ୍ପତ୍ତି ନେବାରେ ସିଦ୍ଧହସ୍ତ…
ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିଜର ଦେଶ ତଥା ରଙ୍ଗୀନ ଅନ୍ଦାଜରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥା ହେବା ସମୟରେ…