ନିର୍ବାଚନ କମିଶନରଙ୍କ ଭଳି ବିଚାରପତିମାନଙ୍କ ମଧ୍ୟ ଶୀଘ୍ର ନିଯୁକ୍ତି ହେଉ: ସୁପ୍ରିମକୋର୍ଟଙ୍କ ଟିପ୍ପଣୀ
ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଶୁଣାଣି କରିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଟିପ୍ପଣୀ କରିଥିଲେ, "ବିଚାରପତିମାନଙ୍କୁ ନିର୍ବାଚନ କମିଶନରଙ୍କ ପରି ଶୀଘ୍ର ନିଯୁକ୍ତି ଦିଆଯାଇଥିଲେ ଭଲ ହୁଅନ୍ତା।"…