ମୁଖ୍ୟମନ୍ତ୍ରୀ ‘ଆମ ପାଇଁ ମସିହା’; କାହିଁକି ଏଭଳି କହିଲେ ମହିଳା
ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ ପାଇଁ ଉଦ୍ୟମ କରିଛନ୍ତି ସେ। ଏଥିପାଇଁ ଦୀର୍ଘ ଦିନ ପରେ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପୁନଃସ୍ଥାପିତ କରିଛନ୍ତି। ଆଜି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି…