Latest Odisha News

BREAKING NEWS

ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ: ଦେଶରେ ୧୧ ପ୍ରତିଶତ ହାରରେ ବୃଦ୍ଧି ପାଉଛି ବ୍ରେନ ଟ୍ୟୁମର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ପ୍ରତିବର୍ଷ ଜୁନ ୮ ତାରିଖ ଦିନ ପାଳନ କରାଯାଏ ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ଏକ ମାତ୍ର ଉଦ୍ଦେଶ୍ୟ। ବ୍ରେନ ଟ୍ୟୁମର ଏକ ଗୁରୁତର ରୋଗ। ବିଭିନ୍ନ କାରଣରୁ ଏହି ରୋଗ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ୱିକେଟ ସନ୍ଧାନରେ ଭାରତ, ଅଷ୍ଟ୍ରେଲିଆ ୩୨୭/୩

ଲଣ୍ଡନ: ଓଭାଲରେ ଚାଲିଥିବା ଭାରତ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଦିବସ ଅଷ୍ଟ୍ରେଲିଆ ନାମରେ ରହିଛି । ଟ୍ରେଭିସ ହେଡଙ୍କ ଶତକ ଏବଂ ଷ୍ଟିଭ ସ୍ମିଥଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ ବିନିମୟରେ ୩୨୭ ରନ ସଂଗ୍ରହ କରି ସୁବିଧାଜନକ ସ୍ଥିତିରେ ରହିଛି । ଦ୍ୱିତୀୟ…

ବାହାନଗା ଟ୍ରେନ ଦୁର୍ଘଟଣା: ଏମ୍ସରେ ଏବେ ବି ୮୨ ଶବ ରହିଛି କହିଲେ ବିଏମସି କମିଶନର କୁଲାଙ୍ଗେ

ଭୁବନେଶ୍ୱର: ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧୧ ଜଣ ମୃତକଙ୍କ ଶବ ପଠାଯାଇଛି, ଅନ୍ୟ ୮୨ରୁ ଅଧିକ ଶବ ବର୍ତ୍ତମାନ ଏମ୍ସ-ଭୁବନେଶ୍ୱରରେ ରହିଛି ଏବଂ ଦାବିଦାରଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ଡିଏନଏ ଟେଷ୍ଟ ଅପେକ୍ଷାରେ ଅଛନ୍ତି। ସେଥି…

ଆଜି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ

ଭୁବନେଶ୍ୱର: +୨ କଳା ପରୀକ୍ଷା ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ସୂଚନା ଦେଇଛି ସିଏଚ୍‌ଏସ୍‌ଇ  ।www.orissaresults.nic.in  ଲଗ ଇନ କରି ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳାଫଳ ବିଷୟରେ ଜାଣିପାରିବେ । ସିଏଚ୍‌ଏସ୍‌ଇ ସୂଚନା ଅନୁଯାୟୀ, ଆଜି…

ରେପୋ ରେଟ୍ ଅପରିବର୍ତ୍ତିତ, ଆପଣଙ୍କ ପକେଟ ଉପରେ କି ପ୍ରଭାବ ପକାଇବ ପଢ଼ନ୍ତୁ ଏହି ରିପୋର୍ଟ

ମୁମ୍ବାଇ: ତିନି ଦିନିଆ ମୁଦ୍ରାନୀତି କମିଟି ବୈଠକର ଫଳାଫଳକୁ ରିଜର୍ଭ ବ୍ୟାଙ୍କ ଆଜି ସାର୍ଜନୀନନ କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, କ୍ରମାଗତ ଦ୍ୱିତୀୟ ବୈଠକ ପାଇଁ ସୁଧ ହାର ସ୍ଥିର ରଖାଯାଇଛି। ରେପୋ ରେଟ୍ ମଧ୍ୟ ଏଥର ୬.୫ ପ୍ରତିଶତରେ ସ୍ଥିର ରହିଛି। ଏହିପରି, ଯଦି ଆପଣ…

ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୨୦୦ରୁ ଅଧିକ ରହିବ ବିମାନବନ୍ଦର

ନୂଆଦିଲ୍ଲୀ: ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୨୦୦ ରୁ ଅଧିକ ରହିବ ବିମାନବନ୍ଦର, ହେଲିପୋର୍ଟ ଏବଂ ଜଳ ବିମାନବନ୍ଦର। ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ସମୟ ମଧ୍ୟରେ ଭାରତୀୟ ବିମାନ ସେବା ୧୪୦୦ ରୁ ଅଧିକ ଅତିରିକ୍ତ ବିମାନ ଅର୍ଡର…

ଜୁନ ୯ରେ କେରଳ ଛୁଇଁପାରେ ମୌସୁମୀ, ରଜରେ ଭିଜିପାରେ ଓଡ଼ିଶା

ନୂଆଦିଲ୍ଲୀ:ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ରହିଛି । ଖୁବ ଶୀଘ୍ର କେରଳ ଛୁଇଁବ ମୌସୁମୀ । ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ,  ଜୁନ ୯ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ରଜ ସୁଦ୍ଧା ମୌସୁମୀ…

ମୋ ଝିଅକୁ ଯୌନ ନିର୍ଯାତନା ଦେଇନଥିଲେ ବ୍ରିଜଭୂଷଣ ସିଂ: ନାବାଳିକାଙ୍କ ବାପା

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ)ର ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡ଼ନ ମାମଲାରେ ୟୁଟର୍ଣ୍ଣ ନେଲେ ଅଭିଯୋଗକାରୀ ପୀଡ଼ିତା। ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ବ୍ରିଜ ଭୂଷଣ ଶରଣ ସିଂଙ୍କ…

ବାହାନଗା ଟ୍ରେନ ଦୁର୍ଘଟଣା ପରେ ଚେତିଲା ରେଳ ବିଭାଗ, ‘ସର୍ଟକର୍ଟ’ଠୁ ଦୂରେଇ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ରେଳବାଇ ବୋର୍ଡ ମୁଖ୍ୟ ବରିଷ୍ଠ ରେଳ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରି ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରୋଟୋକଲ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ନିର୍ଦ୍ଦେଶରେ "ସର୍ଟକଟ" ନେବା ଠାରୁ ଦୂରେଇ ରହିବାର ଆବଶ୍ୟକତା ଉପରେ…

ମୁମ୍ବାଇରେ ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ପୁନରାବୃତ୍ତି; ଶବକୁ କାଟି ପ୍ରେସରକୁକରରେ ରାନ୍ଧିଲେ ପ୍ରେମିକ

ମୁମ୍ବାଇ:  ମୁମ୍ବାଇରେ ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ପୁନରାବୃତ୍ତି ।  ଶ୍ରଦ୍ଧାଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିବା ପରେ ଟିକି ଟିକି କାଟି ଫିଙ୍ଗିଥିଲେ । ହେଲେ ଏ ପ୍ରେମିକ ଆହୁରି ନିର୍ଦ୍ଦୟ । ଏ ନରରାକ୍ଷାସ ପ୍ରେମିକାଙ୍କୁ ତ ହତ୍ୟା କଲେ  । ହତ୍ୟା ପରେ  ଶବଠାରୁ ବି…