ନିର୍ବାଚନ କମିଶନର ନିଯୁକ୍ତି ବିଲ୍ ପାରିତ, ଉପସ୍ଥିତ ନଥିଲେ ବିରୋଧୀ ସଦସ୍ୟ
ନୂଆଦିଲ୍ଲୀ: ଲୋକସଭା ସିଇସି (ମୁଖ୍ଯ଼ ନିର୍ବାଚନ କମିଶନର) ଏବଂ ଅନ୍ଯ଼ାନ୍ଯ଼ ନିର୍ବାଚନ କମିଶନର ବିଲ୍କୁ ପାରିତ କରିଛି। ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳର ଦୁଇ ତୃତୀୟାଂଶ ସାଂସଦ ଗୃହରେ ଉପସ୍ଥିତ ନଥିଲେ। ଏହାପୂର୍ବରୁ ରାଜ୍ଯ଼ସଭା ସିଇସି ଏବଂ ଅନ୍ଯ଼ାନ୍ଯ଼ ନିର୍ବାଚନ କମିଶନର…