Latest Odisha News

BREAKING NEWS

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶ ଦାତା ସୁରେଶ ଚନ୍ଦ୍ର…

ନୂଆବର୍ଷରେ ନୂଆ ଅବତାରରେ କ୍ୟାଟ୍

ମୁମ୍ବାଇ: ବିଦାୟ ନେବ ୨୦୨୩  । ଆଉ ପାଦ ଥାପିବ ୨୦୨୪  । ବର୍ଷ ଆରମ୍ଭରୁ ବକ୍ସ ଅଫିସରେ ପୁଣି ଥରେ ହଇଚଇ ଆରମ୍ଭ ହେବାକୁ ଯାଉଛି । ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ  । ପ୍ରଥମଥର ପାଇଁ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପଥି ଏବଂ ବଲିଉଡର ଚୁଲବୁଲି ନାୟିକା…

ପାଞ୍ଚ ହଜାରରେ ବୁଲି ଯାଆନ୍ତୁ କାଶ୍ମୀର ଠାରୁ କନ୍ୟାକୁମାରୀ

ଭୁବନେଶ୍ଵର: ସମସ୍ତଙ୍କ ଜୀବନର ପ୍ରାୟତଃ ଏହି ସ୍ଵପ୍ନ ଥାଏ ଯେ ସେମାନେ ଭାରତର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ବୁଲି ଦେଖିବେ ।  ଭାରତର ବିଭିନ୍ନ ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ | କାଶ୍ମୀରର ବରଫ ଚାଦରର ସୌନ୍ଦର୍ଯ୍ୟରୁ କନ୍ୟାକୁମାରୀର ସେଇ ସୁନ୍ଦର…

ନିଆଁ ପୁଇଁବା ବେଳେ ଜଳିଗଲେ ମହିଳା: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ: ପ୍ରବଳ ଶୀତରେ ଥରୁଛି ସାରା ଓଡିଶା  । ଜାଡରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ପୁଇଁ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି  । ଏହାରି ଭିତରେ ଏକ ଅଘଟଣ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଚାଉଳିଆଝରଣ ଗାଁରେ । ନିଆଁ ପୋଇଁ ହେଉଥିବା ବେଳେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ : ଆଜି ମହାପ୍ରଭୂଙ୍କୁ ନିମନ୍ତ୍ରଣ

ପୁରୀ : ଓଡିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୂ ଜଗନ୍ନାଥ  । ଆମର ବିବାହ ହେଉ , ଘର ପ୍ରତିଷ୍ଠା ହେଉ , ବ୍ରତଘର ହେଉ କିମ୍ବା  କାନ ଫୋଡା ହେଉ , ପ୍ରତିଟି ଶୁଭ କାର୍ଯ୍ୟରେ ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ ଦିଆଯାଏ । ଏବଂ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦ ନିଆଯାଇଥାଏ । କିଭଳି ଭାବେ…

ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦କୋଟି ଠକେଇ : ଦମ୍ପତ୍ତି ଅଟକ

ଭୁବନେଶ୍ବର : ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦ କୋଟି ଠକେଇ । ଗଞ୍ଜାମ ଆସିକାର ଦମ୍ପତ୍ତିଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ । ନୟାପଲ୍ଲୀ ଥାନାରେ ଅକ୍ଷୟ ଗୌଡ ଓ ତାଙ୍କ ପତ୍ନୀଙ୍କୁ  ପଚରାଉଚରା କରାଯାଉଛି । ଭୁବନେଶ୍ବରରେ ସମ୍ପୃକ୍ତ ଦମ୍ପତ୍ତିଙ୍କ ନାଁରେ ୬ରୁ ଉର୍ଦ୍ଧ୍ବ ମାମଲା…

ମିଳୁନି ପୋଷ୍ଟ, ଲୋକେ ହନ୍ତସନ୍ତ, ଡାଉନ ହେଲା ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ‘X’ ସର୍ଭର୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ X ର ସର୍ଭର ଡାଉନ ହୋଇଛି । ଏହି ଅସୁବିଧା କେବଳ ଯେ ଭାରତ ତାହା ନୁହେଁ ବର୍ତ୍ତମାନ ସାରା ବିଶ୍ୱରେ ଦେଖାଦେଇଛି | ସକାଳ ପ୍ରାୟ ୧୧ଟାରୁ ଏହି ସମସ୍ୟା ଦେଖାଦେଇଛି । ଯଦ୍ଵାରା ଉପଭୋକ୍ତାମାନେ ଏକ୍ସରେ କିଛି ପୋଷ୍ଟ…

ସୁସ୍ଥ ହେଲେ ଶ୍ରେୟସ୍ : ଇମୋସନାଲ ପୋଷ୍ଟ ସେୟାର କରି ଏପରି କହିଲେ ପତ୍ନୀ ଦୀପ୍ତି

ମୁମ୍ବାଇ : ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ  । କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିବା ଖବର ଶୁଣିବାକୁ ମିଳିଥିଲା  । ଯାହା ଫ୍ୟାନ୍ସ ମାନଙ୍କୁ ବେଶ୍ ନିରାଶ କରିଥିଲା । ଗତ ଗୁରୁବାର ଦିନ ଶ୍ରେୟସ୍ ୱେଲକମ ଟୁ ଜଙ୍ଗଲ ସୁଟିଂ କରୁଥିଲେ  । ସେତେବେଳେ ସେ ସୁସ୍ଥ ଅନୁଭବ କରୁଥିଲେ  ।…

ସରିବ ମାର୍ଗଶୀର, ଆସିବ ପୌଷ, ଶେଷ ପାଳି ମାଣବସା ଗୁରୁବାରରେ ଘରେ ଘରେ ମହକୁଛି ପିଠାର ମହକ

ଭୁବନେଶ୍ଵର: ଓଡିଶା ହେଉଛି ଜାଗନ୍ନାଥଙ୍କ ରାଜ୍ୟ । ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆଜି ହେଉଛି ମାଣବସା ଗୁରୁବାରର ଶେଷ ପାଳି । ଧନଦାତ୍ରି ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ…

୪ ଡିଗ୍ରୀରେ ଥରୁଛି ଜି.ଉଦୟଗିରି : ୧୦ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ  । ପ୍ରବଳ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ କିଏ ସକାଳୁ ବ୍ୟାୟାମ କରୁଛି ତ କିଏ ନିଆଁ ପୁଇଁ ହେଉଛି  । ଚା ଖଟିରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।  ଆଜି ୧୦ ଡିଗ୍ରୀ ତଳେ ରହିଛି ୧୬ ସହର  । ୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ…