ଓ୍ବାଙ୍ଖଡେରେ ଭାରତକୁ ସୁହାଇଲା ଭଳି ପିଚରେ ମ୍ୟାଚ ହେଉଛି ଅଭିଯୋଗ, ଜବାବ ରଖିଲା ବିସିସିଆଇ
ମୁମ୍ବାଇ: ଚଳିତ ବିଶ୍ୱକପର ପ୍ରଥମେ ସେମିଫାଇନାଲ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଉ କିଛି ସମୟ ପରେ ଖେଳାଯିବାକୁ ଥିବା ବେଳେ ପିଚକୁ ନେଇ ବିବାଦ ଦେଖାଦେଇଛି।
ମୂଳ ଯୋଜନା ଥିଲା ପିଚ୍ ନମ୍ବର ୭। ଯାହାକି ଏକ ତାଜା ପିଚ୍। ଅର୍ଥାତ ଏହିଥିରେ ମ୍ୟାଚ ହୋଇନି। ତେଣୁ ସେମିଫାଇନାଲ୍…