Latest Odisha News

BREAKING NEWS

ପୁଣି ଲାଇନଚ୍ୟୁତ ହେଲା ଟ୍ରେନ; ଓଲଟି ପଡିଲା ୫ ବଗି

ବରଗଡ: ପୁଣି ଲଇନଚ୍ୟୁତ ହେଲା ଟ୍ରେନ । ବାହାନଗା ଭୟଙ୍କର ଦୁର୍ଘଟଣା ପରେ  ବରଗଡରେ ମାଲବାହୀ ଟ୍ରେନ  ଲାଇନଚ୍ୟୁତ । ବରଗଡର ସମ୍ବରଧରା ନିକଟରେ   ଏହାର ୫ ଟି ବଗି ଓଲଟିପଡିଛି । ଡୁଙ୍ଗୁରି ଚୁନପଥର ଖଣିରୁ ସିମେଣ୍ଟ କାରଖାନାକୁ ଯାଉଥିବାବେଳେ ବରଗଡରେ ଲାଇନଚ୍ୟୁତ ହୋଇଯାଇଛି ଏହି ମାଲବାହୀ…

କହିଥିଲେ କାମ କରି ସବୁ ଋଣ ସୁଝିଦେବି.. ସ୍ୱପ୍ନ ଉଜାଡି ଦେଲା ଟ୍ରେନ ଦୁ୍ର୍ଘଟଣା

ନୀଳଗିରି: ଭୟଙ୍କର ଥିଲା ବାହାନଗା ଟ୍ରେନ ଦୁର୍ଘଟଣା  । ଛାତି ଥରାଇ ଦେଇଥିଲା । ନିମିଷକରେ ଚାଲିଗଲା ଶହଶହ ଜୀବନ । ଖାଲି ଜୀବନ ନେଇ ଯାଇନି ଏ ଦୁର୍ଘଟଣା ! ତ ପଛରେ କେତେ ଯେ ଅକୁହା..ଲୁହଭିଜା କାହାଣୀ ଦେଇ ଯାଇଛି ! କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ବାପା-ମା’ଙ୍କୁ ହରାଇ କାନ୍ଦୁଛି । କିଏ…

ବିଜେପି କାର୍ଯ୍ୟାଳୟ ଉପରକୁ ଢେଲା ପଥର ମାଡ଼, ମୁଖପାତ୍ରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ନେଇ ଥାନାରେ ମାମଲା

ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟ ଉପରକୁ ଢେଲା ପଥର ମାଡ ହୋଇଛି। ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ସେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଦୁର୍ବୁତ୍ତଙ୍କ ଢେଲା ପଥର ମାଡରେ ବିଜେପି କାର୍ଯ୍ୟାଳୟରେ ଲାଗିଥିବା କାଚ…

ବାଲେଶ୍ୱର ବାହାନଗା ଟ୍ରାକ୍‌ରେ ସ୍ୱାଭାବିକ ହେଲା ରେଳ ଚଳାଚଳ, ଗଡ଼ିଲା ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରାକ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ସୋମବାର ସକାଳୁ ଦୁଇଟି ଟ୍ରେନ୍ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି। ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ…

ଟ୍ରେନ ଦୁର୍ଘଟଣାର ଦୁଃଖଦ ଖବର: ବୁଦାମୂଳେ ଛିଟିକି ପଡିଥିଲେ, ୪୫ ଘଣ୍ଟା ପରେ ହେଲେ ଉଦ୍ଧାର

ବାଲେଶ୍ୱର:ବାହାନଗା ରେଳ ଦୁର୍ଘଟଣାର ୩ ଦିନ ବିତିଗଲାଣି । ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ । ଧୀରେ ଧୀରେ ସ୍ୱାଭାବିକ ହେଉଛି ପରିସ୍ଥିତି । ତା ଭିତରୁ ସାମ୍ନାକୁ ଆସୁଛି ହୃଦୟ ଭିଜାଇ ଦେବା ପରି ଘଟଣା । କେତେ ପରିବାର ଉଜାଡି ଦେଲା ଏ ଲୌହଦାନବ ! ଏ ଦୁର୍ଘଟଣା କେତେ ବାପା-ମା’ଙ୍କ କୋଳ ଶୂନ୍ୟ…

୩୦ ବର୍ଷ ପରେ ମହିଳାଙ୍କୁ କିଡନୀ ରୋଗର ଆଶଙ୍କା ଅଧିକ, ଜାଣନ୍ତୁ କାରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୈନନ୍ଦିନ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସଠିକ୍ ଜୀବନଶୈଳୀ ଆପଣେଇବା। ଯେଉଁମାନେ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି ତାହାର ଏକମାତ୍ର କାରଣ ହେଉଛି ଖରାପ ଜୀବନଶୈଳୀ। ମାରାତ୍ମକ ରୋଗ ମଧ୍ୟରୁ ଗୋଟିଏ ସମସ୍ୟା ହେଉଛି କିଡନୀ ସମ୍ବନ୍ଧୀୟ…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା; ଏହି ଦୁଇଟି ଟ୍ରେନ୍ ରଦ୍ଦ କଲା ରେଳବାଇ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାକ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ସୋମବାର ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା…

ସ୍ନାନ ପରେ ଅଣସର ଘରେ ଶ୍ରୀଜିଉ, ଅଲାରନାଥ ଦର୍ଶନ କଲେ ଭକ୍ତ

ପୁରୀ: ମହା ପ୍ରଭୁଙ୍କୁ ଜ୍ୱର ହୋଇଛି। ଗତକାଲି ଦେବସ୍ନାନ ପୂର୍ଣ୍ଣିମାନରେ ଶ୍ରୀ ଜୀଉ ୧୦୮ ସୁବାଶିତ ଜଳରେ ସ୍ନାନ କରିବା ପରେ ଆଜି ଜ୍ୱରରେ କମ୍ପୁଛନ୍ତି ତିନି ଠାକୁର। ସେପଟେ ଦାରୁବ୍ରହ୍ମଙ୍କୁ ଶୀଘ୍ର ସୁସ୍ଥ କରିବା ପାଇଁ ଲାଗିପଡ଼ିଛନ୍ତି ପଣ୍ଡା ଓ ସେବାୟତ। ଚାଲିଛି ଗୁପ୍ତ ଉପଚାର।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ ଇଞ୍ଜିନଟି ଭୟଙ୍କର ଭାବର ଖରାପ ହୋଇଯାଇଛି । ପ୍ରପେଲର୍‌ଟି ଠିକ୍ ଭାବରେ କାମ କରୁନି ।” ଅଣନିଃଶ୍ୱାସୀ ହୋଇ କହି ପକାଇଲେ ମିଃ. କ୍ରିଷ୍ଣମୂର୍ତ୍ତି। ପିଟରସନ୍ ଫଟୋ ଆଉ ଚା' ରଖିଦେଇ ଠିଆ ହୋଇଗଲେ । ବ୍ୟସ୍ତ…

କୋଲକାତାକୁ ଆରମ୍ଭ ହେଲା ମାଗଣା ବସ୍‌ ସେବା: ପୁରୀ, ଭୁବନେଶ୍ୱର ଓ କଟକରୁ ଗଡ଼ିଲା ୫୯ଟି ବସ୍

କଟକ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପରେ ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ମାଗଣା ବସ୍‌ ସେବା। ଟ୍ରେନ୍ ଦୁର୍ଘଟଣାରେ କୋଲକାତାକୁ ରେଳଯାତ୍ରା ପ୍ରଭାବିତ ହୋଇଛି। ଆହତ ଓ ମୃତକଙ୍କ ପରିଜନ ଏବେ ସୁଦ୍ଧ ନିଜ ଲୋକ ପାଖରେ ପହଞ୍ଚି ପାରୁ ନାହାନ୍ତି।ଏଥିପାଇଁ ରାଜ୍ୟ ସରକାର ପୁରୀ, ଭୁବନେଶ୍ୱର ଓ କଟକରୁ…