ବିଜେବି କଲେଜ ପୁରାତନ ଛାତ୍ର ସଂଘ ର “ବିଜେବି ଫ୍ରେଣ୍ଡସ” ବନ୍ଧୁ ମିଳନ ଉତ୍ସବ
ଭୁବନେଶ୍ୱର: ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ" ର ବନ୍ଧୁ ମିଳନ ଉତ୍ସବ ଗତକାଲି (ରବିବାର) ବିଜେବି କଲେଜ ପ୍ରାଙ୍ଗଣରେ ଆୟୋଜିତ ହୋଇ ଯାଇଛି । ସକାଳୁ ସକାଳୁ ବକ୍ସି ଜ୍ୟୋତି କଲେଜ ପ୍ରାଙ୍ଗଣରେ ପହଞ୍ଚିବା ପରେ ବକ୍ସି ଜଗବନ୍ଧୁ ଓ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ…