Latest Odisha News

BREAKING NEWS

ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି: ବିଏସ ୟେଦ୍ୟୁରପ୍ପାଙ୍କୁ ଯୋଗାଇ ଦିଆଯିବ Z+ ସୁରକ୍ଷା

ବେଙ୍ଗାଲୁରୁ: ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ Z+ ସୁରକ୍ଷା ମିଳିଛି। ଗୃହ ମନ୍ତ୍ରଣାଳୟ ୟେଦ୍ୟୁରପ୍ପାଙ୍କୁ Z ବର୍ଗର ସିଆରପିଏଫ୍ ସୁରକ୍ଷା ଯୋଗାଇ ଦେଇଛି। ଏହି ସୁରକ୍ଷା କେବଳ କର୍ଣ୍ଣାଟକରେ ଯୋଗାଇ ଦିଆଯିବ ଏବଂ ଖୁବ ଶୀଘ୍ର…

ଭୟଙ୍କର ଦୁର୍ଘଟଣା: ୧୨ ମୃତ, ଜଣେ ଗୁରୁତର

କର୍ଣ୍ଣାଟକ: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏସୟୁଭି ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି କର୍ଣ୍ଣାଟକର ଚିକ୍କାବାଲାପୁରରେ । ସୂଚନାନୁସାରେ, ଆଜି ସକାଳେ ଚିକ୍କାବାଲାପୁରର ଏନଏଚ୍ ୪୪ ଚତ୍ରାବତୀ ଟ୍ରାଫିକ୍ ପୋଲିସ…

ପାରାଦ୍ବୀପ NQ-2, ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସିଥିବା ଜାହାଜ ସମୁଦ୍ର କୌସ୍ତୁଭ

ପାରାଦ୍ବୀପ : କୂଳରେ ଲାଗିଲା ଜାହାଜ ସମୁଦ୍ର କୌସ୍ତୁଭ  । ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ ଗତକାଲି ବିଳମ୍ବିତ ରାତିରେ ପାରାଦ୍ବୀପ NQ-2, ବର୍ଥରେ ଲାଗିଲା  । ଏହା ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା  । ଇଞ୍ଜିନ ଖରାପ…

ଇସ୍ରାଏଲରେ ଆକ୍ରମଣ ପାଇଁ ଇରାନରେ ପ୍ରଶିକ୍ଷଣ ନେଇଥିଲେ ହମାସ ଆତଙ୍କବାଦୀ

ତେହେରାନ: ଇସ୍ରାଏଲ ସୀମାରେ ପ୍ରବେଶ କରି ନାରକୀୟ କାଣ୍ଡ ରଚିଥିବା ହମାସ ଆତଙ୍କବାଦୀ ଇରାନରେ ପ୍ରଶିକ୍ଷଣ ନେଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ହମାସ ଓ ଫିଲିସ୍ତାନୀ ଇସଲାମିକ ଜିହାଦର ୫୦୦ ସଦସ୍ୟ ଗତ ମାସରେ ଇରାନର ଇସଲାମିକ…

ଚିଲିକାରେ ପର୍ଯ୍ୟଟକଙ୍କୁ ବୁଲାଇବାବେଳେ ହୋଇଥିଲେ ନିଖୋଜ : ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ

ବ୍ରହ୍ମଗିରି :  ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକାରେ ଡଙ୍ଗାରୁ ଖସିପଡି ନିଖୋଜ ହୋଇଥିଲେ ଡଙ୍ଗା ଚାଳକ ବିକ୍ରମ ଜାଲି । ଭାସୁଥିବା ଅବସ୍ଥାରେ ବିକ୍ରମଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ମୂତାବକ ଗତକାଲିଠାରୁ ବିକ୍ରମ ଟ୍ୟୁରିଷ୍ଟ ବୋଟ ନେଇ ୫ ଜଣଙ୍କୁ ବୁଲାଇବା ପାଇଁ ଚିଲିକା…

OAS ସ୍ତରରେ ବଡ଼ଧରଣ ଅଦଳବଦଳ: ବଦଳିଲେ ୫୩ ଅଧିକାରୀ

ଭୁବନେଶ୍ଵର: OAS ସ୍ତରରେ ବଡ ଧରଣର ଅଦଳବଦଳ । ୫୩ ଜଣ OAS ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା ଅନୁସାରେ, ଗତ ୨୨ ତାରିଖରେ ୨୨୦ଜଣ OAS ଅଦୀକାରୀଙ୍କ ବଦଳି ଗୋଇଥିବା ବେଳେ…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା : ଡାକ୍ତର ନଥିବାରୁ ରୋଗୀ ଦେଖିଲେ ବିଧାୟକ

ରାଜଗାଙ୍ଗପୁର: ପୂରଣ ହେଉନି ଡାକ୍ତରୀ ପଦବୀ  । ରାଜ୍ୟରେ ଏମିତି ଅନେକ ମେଡିକାଲ ରହିଛି  । ଯେଉଁଠି ଉପଯୁକ୍ତ ଡାକ୍ତର ନଥିବାରୁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ।…

ରାଜସ୍ଥାନରେ ଘାଣ୍ଟିଲା ଇଡି: ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବଙ୍କୁ ସମନ; ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ ଛାପା

ନୂଆଦିଲ୍ଲୀ: ରାଜସ୍ଥାନରେ ଘାଣ୍ଟୁଚି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ହାଜର ହେବା ପାଇଁ ଇଡି ନୋଟିସ ପଠାଇଥିବାବେଳେ ଅନ୍ୟପକ୍ଷେ କଂଗ୍ରେସର ପ୍ରମୁଖ ନେତା ଗୋବିନ୍ଦ ସିଂହ ଡୋଟାସରାଙ୍କ ଜୟପୁରସ୍ଥିତ…

ପରଲୋକରେ ବରିଷ୍ଠ ବିଜେପି ନେତା ସତୀଶ ପାତ୍ର

ବ୍ରହ୍ମପୁର: ପରଲୋକରେ ବରିଷ୍ଠ ବିଜେପି ନେତା ସତୀଶ ପାତ୍ରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । …