ଆଜିଠୁ ବର୍ଦ୍ଧିତ ଦରରେ ମିଳିବ ଓମଫେଡ ଦୁଗ୍ଧ
ଭୁବନେଶ୍ୱର: ନିକଟରେ ଓମଫେଡ ଦୁଗ୍ଧ ଦର ରାଜ୍ୟ ସରକାର ବଢାଇଥିବା ବେଳେ ଆଜିିଠୁ ବର୍ଦ୍ଧିତ ମୂଲ୍ୟରେ ବଜାରରେ ମିିଳିବ।
ଏହା ଲିଟର ପ୍ରତି ୪ ଟଙ୍କା ଅଧିକ ଦାମରେ ଏହା ଉପଲବ୍ଧ ହେବ । ତେଣୁ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଲିଟର୍ ପ୍ରତି ଗ୍ରାହକଙ୍କୁ ୪୪ ଟଙ୍କା ଦେବାକୁ ପଡ଼ିବ ।…