ଶିମିଳିପାଳ ଫରେଷ୍ଟଗାର୍ଡ ମୃତ୍ୟୁ ଘଟଣାରେ ଦୁଇ ଗିରଫ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (ଏସଟିଆର)ରେ ଜଣେ ଫରେଷ୍ଟ ଗାର୍ଡଙ୍କ ଦୁଃଖଦ ମୃତ୍ୟୁ ପରେ ଏହି ଘଟଣାରେ ମଙ୍ଗଳବାର ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ମୋଟ୍ ୧୦ ଜଣ ଏହି ହତ୍ୟାକାଣ୍ଡ ମାମଲାରେ ଜଡ଼ିତ ଥିବା ସୂଚନା ରହିଛି।…