ପୁଣି ନୂଆପଡାରେ ବାଘ ଆତଙ୍କ, ଜଣେ ମହିଳା ମୃତ
ନୂଆପଡା: ପୁଣି ନୂଆପଡାରେ ବାଘ ଆତଙ୍କ । ଗତ ତିନି ଦିନ ପୂର୍ବେ ଜଣେ ନାବାଳକର ଶିକାର କରିଥିବା ବେଳେ, ଆଜି (ଶନିବାର) ପୁଣି ଜଣେ ମହିଳାଙ୍କୁ ଝାମ୍ପି ନେଇ ମାରିଥିବା ଖବର ଆସିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିରିଆରୀବାହାରା ଗ୍ରାମରେ ।
ଖବରମୁତାବକ, ଗତକାଲି…