କେଉଁ କାରଣ ପାଇଁ ହଠାତ୍ ପୋଲିସ ମୁଖ୍ୟାଳୟକୁ ବଦଳିଲେ ମୟୂରଭଞ୍ଜ ଏସପି?
ଭୁବନେଶ୍ୱର: ନବରଙ୍ଗପୁର ଏବଂ ମୟୂରଭଞ୍ଜ ଏସପି ବଦଳିଲେ। ଏହି ଦୁଇ ସ୍ଥାନରେ ସାମାନ୍ୟ ଅଦଳବଦଳ କରି ଓଡ଼ିଶା ସରକାର ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ନୂଆ ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି।
ଶନିବାର ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନର ମୟୂରଭଞ୍ଜ ଏସପି ବି ଗଙ୍ଗାଧରଙ୍କୁ ରାଜ୍ୟ…