ଗ୍ୟାସରେ ରୋଷେଇ କରିବାରୁ ରାଗିଗଲେ ସ୍ୱାମୀ; କଟୁରୀ ଚୋଟରେ ନେଇଗଲେ ସ୍ତ୍ରୀଙ୍କ ଜୀବନ
ଭୁବନେଶ୍ୱର: କଥା ଥିଲା ସାମାନ୍ୟ । ଚୁଲିରେ ରୋଷେଇ ନ କରି କରିଦେଲେ ଗ୍ୟାସରେ । ଏଥିପାଇଁ ବାଜି ପଡିଲା ଜୀବନ । ସ୍ୱାମୀଙ୍କ ଆକ୍ରୋଶର ଶୀକାର ହେଲେ ମହିଳା । ଚାଲିଗଲା ଜୀବନ । ଘଟଣା ଘଟିଛି ଆସ୍କା ଧରାକୋଟ ବ୍ଲକ ରୁଗୁମୁ ଗ୍ରାମରେ ।
ସୂଚନା ଅନୁସାରେ, ଘରେ ସ୍ୱାମୀ ମିଥୁନ ସ୍ୱାଇଁ ଓ…