ଓଡିଆ ଫିଲ୍ମ ‘ବୋଉ ବୁଟୁ ଭୂତ’ର ରିମେକ କରିବ ଧର୍ମା ପ୍ରଡକ୍ସନ୍ସ!
ମୁମ୍ବାଇ: କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଓଡିଆ ସୁପରହିଟ ଫିଲ୍ମ 'ବୋଉ ବୁଟୁ ଭୂତ'ର ରିମେକ କରିବା ନେଇ କୁହାଯାଉଛି। ଏନେଇ ଏକ ପବ୍ଲିକ ନୋଟିସ କୋମଲ ନେହତ୍ତାଙ୍କ ଫିଲ୍ମ ଇନଫର୍ମେସନ ମାଗାଜିନରେ ପ୍ରକାଶିତ ହେବାପରେ ଚର୍ଚ୍ଚାକୁ ଆସିଥିଲା।
ତେବେ ଧର୍ମା ପ୍ରଡକ୍ସନ ପୂର୍ବରୁ ମଧ୍ୟ ସାଉଥ୍…