ଟିକେଟ ନ’ମିଳିବାରୁ ଅନ୍ୟ ଦଳରେ ଯୋଗଦେବାକୁ କହିଲେ କନ୍ଧମାଳ ସାଂସଦ
ଭୁବନେଶ୍ୱର: ଦଳୀୟ ଟିକଟ ନ’ମିଳିବାରୁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି କନ୍ଧମାଳର ବିଜେଡ଼ି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ଗଣମାଧ୍ୟମକୁ ସୂଚନାଦେଇ ପ୍ରତ୍ୟୁଷା ମଙ୍ଗଳବାର ଦିନ କହିଛନ୍ତି, ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିବେ ବା ଅନ୍ୟ ଦଳରେ ଯୋଗଦାନ କରିବେ ।
ଟେଲିଫୋନ…