Latest Odisha News

BREAKING NEWS

‘X’ ଆଣିଲା ନୂଆ ଫିଚର୍; ଏଣିକି ୟୁଜର୍ସ କରିପାରିବେ ଭିଡିଓ ଓ ଅଡିଓ କଲ୍

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ବଡ଼ ଘୋଷଣା । 'X'ରେ ହେଲା ବଡ଼ ପରିବର୍ତ୍ତନ । ଏଣିକି ଏକ୍ସରେ ହୋଇପାରିବ ଅଡିଓ ଓ ଭିଡିଓ କଲ୍ । ସାଧାରଣତଃ ଲୋକ ମାନେ ଅଡିଓ ଏବଂ ଭିଡିଓ କଲିଂ ପାଇଁ ମେଟାର ହ୍ୱାଟ୍ସଆପ୍ ବ୍ୟବହାର କରିଥାନ୍ତି । ଏଥିପାଇଁ ହ୍ୱାଟ୍ସ ଆପ୍ ସବୁଠାରୁ ଲୋକପ୍ରିୟ ଆପ୍ ହୋଇପାରିଛି ।…

ପ୍ଲସ୍ ଥ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ବ୍ୟାଙ୍କ ଆରମ୍ଭ କରିବ ସିଏଚଏସଇ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ପ୍ଲସ୍ ଥ୍ରୀ ବା ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଏକାଡେମିକ୍ ପ୍ରଶ୍ନପତ୍ର ବ୍ୟାଙ୍କ୍ ତିଆରି କରାଯାଉଛି। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ହେଉଥିବା ଡିଗ୍ରୀ କଲେଜଗୁଡ଼ିକ ପାଇଁ ଏକ ସମନ୍ୱିତ ଓ୍ବେବ…

କେରଳରେ ‘ପାଲେଷ୍ଟାଇନ ବଞ୍ଚାଅ’ ରାଲି: ଭର୍ଚୁଆଲ ମୋଡରେ ଯୋଗ ଦେଲେ ହମାସ ନେତା,ହିନ୍ଦୁବିରୋଧୀ ନାରାରେ କମ୍ପିଲା…

ନୂଆଦିଲ୍ଲୀ:କେରଳରେ ମଲ୍ଲପୁରମରେ ପାଲେଷ୍ଟାଇନ ସମର୍ଥନରେ ବାହାରିଥିବା ରାଲିରେ ହମାସ ନେତା ଖାଲିଦ ମଶେଲ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ । ରାଲିକୁ ସମ୍ବୋଧିତ ବି କରିଥିଲେ । ହିନ୍ଦୁ ବିରୋଧୀ ନାରା ବି ଦେଇଥିଲେ । ଏହି ରାଲିରେ ବୁଲଡୋଜର ହିନ୍ଦୁତ୍ୱକୁ ଉଚ୍ଛେଦ କରିବା ନାରା ମଧ୍ୟ ଦିଆ…

ଆଜିଠୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା : ମାଙ୍କୁ ଆବାହନ ସହ ମଣ୍ଡପରେ ଘଟ ସ୍ଥାପନ

ଢେଙ୍କାନାଳ : ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ମାଆଙ୍କ ଆବାହନରେ ସବୁଠି ଉତ୍ସବର ମାହୋଲ  । ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜା ବେଶ୍‌ ଧୂମଧାମ ସହକାରେ  ଅନୁଷ୍ଠିତ ହେଉଛି । କିନ୍ତୁ ଗଜଲକ୍ଷ୍ମୀ ପୂଜା ପାଇଁ…

ଜାତିସଂଘରେ ହମାସ-ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପ୍ରସ୍ତାବ: ଦୂରେଇ ରହଲା ଭାରତ

ନୂଆଦିଲ୍ଲୀ: ଜାତିସଂଘରେ ଆଗତ ହମାସ-ଇସ୍ରାଏଲ ମଧ୍ୟରେ ସିଜଫାୟାର ପ୍ରସ୍ତାବରୁ ଦୂରେଇ ରହଲା ଭାରତ । ଶୁକ୍ରବାର ଜାତିସଂଘ ମହାସଭାରେ ଜୋର୍ଡାନ ଦ୍ୱାରା ପ୍ରସ୍ତୁତ ଏହି ପ୍ରସ୍ତାବ ଉପରେ ମତଦାନ ଚାଲିଥିଲା । ହେଲେ ଏଥିରେ ହମାସ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କଛି ଉଲ୍ଲେଖ କରାଯାଇ ନ ଥିଲା ।…

“ଇଣ୍ଡିଆ” ବଦଳରେ “ଭାରତ” ଲେଖିବା ପ୍ରସ୍ତାବକୁ ଗ୍ରହଣ କଲେ ମୋଦୀ ସରକାର!

ନୂଆଦିଲ୍ଲୀ: କେନ୍ଦ୍ର ସରକାର "ଇଣ୍ଡିଆ" ନାଁ ବଦଳରେ "ଭାରତ" ନାଁକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର କ୍ୟାବିନେଟ୍କୁ ଦିଆଯାଇଥିବା ଏକ ପ୍ରସ୍ତାବରୁ ଏହା ସ୍ପଷ୍ଟ ହୋଇଛି, ଯେଉଁଥିରେ 'ଇଣ୍ଡିଆ' ଶବ୍ଦକୁ ସମ୍ପୂର୍ଣ୍ଣ ବାଦ୍ ଦେଇ 'ଭାରତ'…

ଦୀପାବଳି ପୂର୍ବରୁ କନ୍ଦାଉଛି ପିଆଜ, ଲୋକଙ୍କ ପକେଟକୁ ହାଲୁକା କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ଯେଉଁଠି ପିଆଜ କିଲୋ ପିଛା ସାଧାରଣ ମୂଲ୍ୟ ୩୦ ଟଙ୍କା ଥିଲା, ବର୍ତ୍ତମାନ ପ୍ରାୟ ୬୦ ଟଙ୍କାରେ ପହଁଚିଛି। କେବଳ ଓଡ଼ିଶା ନୁହେଁ ଦେଶର ଅନେକ ରାଜ୍ୟରେ ଦର ବୃଦ୍ଧି ହୋଇଛି। ଆଉ ସପ୍ତାହକ ମଧ୍ୟରେ ଦର ଦୁଇ ଗୁଣା ହେବା ପରେ…

ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା : ୫୦ରୁ ଉର୍ଦ୍ଧ୍ବ ଅଟକ

ଭୁବନେଶ୍ବର: ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା  । ଏହି ଘଟଣାରେ ଉଭୟ ଗୋଷ୍ଠୀର ୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ପୋଲିସ ଅଟକ ରଖିଛି । ସୂଚନା ଅନୁସାରେ ଗତକାଲି ଉଭୟ ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ପଥର ଓ ବୋତଲ ମାଡ ହୋଇଥିଲା । ଏଥିରେ ଏକାଧିକ ଲୋକ ଆହତ ହୋଇଥିଲେ । ପୂର୍ବ…

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ନୌସେନା ଅଧିକାରୀକୁ ବଞ୍ଚାଇପାରିବେ କି ମୋଦୀ ସରକାର?

ନୂଆଦିଲ୍ଲୀ: କତାର ଭାରତୀୟ ନୌସେନାର ୮ ପୂର୍ବତନ ସୈନିକଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ଏହି ଖବର ଏବେ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି। ଭାରତ ସରକାର କହିଛନ୍ତି ଯେ ପ୍ରତ୍ୟେକ ଆଇନଗତ ବିକଳ୍ପ ମାଧ୍ୟମରେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବ। ଏହି ଆଠ ଜଣ ଭାରତୀୟ ଗତ ବର୍ଷ…

ଡିସେମ୍ବର ୧୫ ସୁଦ୍ଧା ପୁରୀ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

ପୁରୀ: ଡିସେମ୍ବର ୧୫ ସୁଦ୍ଧା ପୁରୀ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ଫାଇଭ ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ। ଆଇଏଏସ ଚାକିରିରୁ ଭିଆରଏସ ନେବା ପରେ ଆଜି ପ୍ରଥମ ଥର ପାଇଁ ଭୋର ସମୟରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।…