Latest Odisha News

BREAKING NEWS

ଫ୍ୟାଶନ ଡ଼ିଜାଇନର ରୋହିତ ବଳଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

ମୁମ୍ବାଇ : ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ରୋହିତ ବଳଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହୋଇଯାଇଛି । ତାଙ୍କୁ ଏନସିଆରର ମେଦାନ୍ତ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି । ରୋହିତ ବଳଙ୍କ ସ୍ୱାସ୍ଥ୍ୟ ବିଷୟରେ ଆସୁଥିବା ଖବର ସେଲିବ୍ରିଟି ଏବଂ ସେମାନଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ସୂଚନା…

ଅଭିନୟ ଛାଡିବାକୁ ଚାହୁଁଛନ୍ତି ରଣବୀର କପୁର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ ର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି । ଏସବୁ ଭିତରେ ଆଗକୁ ସେ ଫିଲ୍ମ ଦୁନିଆ ଛାଡ଼ିବାକୁ ଚାହୁଁଛନ୍ତି ବୋଲି ଜଣାଇଛନ୍ତିି । କାରଣ ସେ ତାଙ୍କର ଝିଅ ରାହାଙ୍କ ସହ ମୂଲ୍ୟବାନ ମୁହୂର୍ତ୍ତ ବିତାଇବାକୁ ଚାହୁଁଛନ୍ତି ।…

ୟୁକ୍ରେନର ଗୋଇନ୍ଦା ମୂଖ୍ୟ ପତ୍ନୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

କୀଭ: ୟୁକ୍ରେନର ଗୋଇନ୍ଦା ବିଭାଗ ମୂଖ୍ୟଙ୍କ ପତ୍ନୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଛି । ଲେଫଟନାଂଟ ଜେନେରାଲ କିରିଲୋ ବୁଡାନୋବାଙ୍କ ପତ୍ନୀ ମାରିୟାନା ବୁଡାନୋୱାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ୟୁକ୍ରେନର…

ପାରାଦୀପ ବନ୍ଦର ପ୍ରସଙ୍ଗରେ ବିଜେଡିର ରାଷ୍ଟ୍ରପତିଙ୍କୁ ସମାଲୋଚନା; ଦୁର୍ଭାଗ୍ୟଜନକ କହିଲା ବିଜେପି

ଭୁବନେଶ୍ୱର: ପାରାଦୀପ ବନ୍ଦରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ବିଜେଡି-ବିଜେପି ମୁହାଁମୁହିଁ। ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନେଇ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସମାଲୋଚନା କରିଛନ୍ତି। ଯାହାକୁ ନେଇ ତେଜିଲା ବିଜେପି। ଅଣ ଓଡ଼ିଆଙ୍କ ବଚସ୍କର ସାଜିଥିବା ବିଜେଡି ନେତାମାନେ ଓଡ଼ିଶାର…

ଗଳ୍ପ ସଂକଳନ ‘ସେଁରରା’ ପାଇଁ ଡିଲେଶ୍ବର ରଣା ପାଇଲେ ସାହିତ୍ୟ ଏକାଡେମୀର ଯୁବଲେଖକ ପୁରସ୍କାର

ଭୁବନେଶ୍ୱର: ‘ସାହିତ୍ୟ ଏକାଡ଼େମୀ ଯୁବଲେଖକ ପୁରସ୍କାର’ପାଇଁ ମନୋନୀତ ହେଲେ ଡିଲେଶ୍ବର ରଣା। ଡିଲେଶ୍ବର ରଣାଙ୍କୁ ତାଙ୍କର ଗଳ୍ପ ସଂକଳନ ‘ସେଁରରା’ ପାଇଁ ଏହି ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଛି। କିଛି ବିବାଦ କାରଣରୁ ଚଳିତ ବର୍ଷ ପାଇଁ କୌଣସି ଓଡ଼ିଆ ଯୁବଲେଖକଙ୍କୁ ଏହି ପୁରସ୍କାର ଦିଆଯିବ…

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି୨୦ରେ ରିତୁରାଜଙ୍କ ବିସ୍ଫୋରକ ଶତକ

ଗୌହାଟୀ: ତୃତୀୟ ଟି୨୦ ମ୍ୟାଚରେ ରିତୁରାଜ ଗାଏକ୍ୱାଡଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୨୨୩ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଭାରତ ଆରମ୍ଭରୁ ଯଶସ୍ୱୀ ଜୈସୱାଲ(୬) ଓ ଈଶାନ କିଶାନ ଖାତା ଖୋଲି ନ ପାରି…

ସୁଡଙ୍ଗ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୫ ଓଡ଼ିଆଙ୍କ ସମେତ ୪୧ ଶ୍ରମିକ

ଉତ୍ତରକାଶୀ: ୧୭ ଦିନ ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ଉତ୍ତରାଖଣ୍ଡରେ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗ ତଳେ ଫସିଯାଇଥିବା ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି। ସମସ୍ତେ ସୁସ୍ଥ ଥିବା ଜଣାପଡିଛି। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏକ ସଫଳତା ମିଳିଥିଲା ଯେତେବେଳେ ରେଟ୍ ହୋଲ୍ ଶ୍ରମିକମାନଙ୍କ ନିକଟରେ…

ଲୋକସଭାରେ ଲଢ଼ିବା ପାଇଁ ଏନଡିଏରେ ଲାଗିଲାଣି ଯୁଦ୍ଧ !

ଭୁବନେଶ୍ୱର: ମହାରାଷ୍ଟ୍ରର ଶାସକ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ଥିବାବେଳେ ସିନ୍ଦେ, ବିଜେପି, ଅଜିତ ସରକାରରେ ନିଜ ନିଜ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି।…

ସରିଲା ତେଲେଙ୍ଗାନା ପ୍ରଚାର, ‘ବାଏ ବାଏ କେସିଆର’!

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ମତଦାନକୁ ଆଉ ମାତ୍ର ଅଳ୍ପ କିଛି ସମୟ ବାକି ଥିବାବେଳେ ହେଭିୱେଟ ପ୍ରଚାର ଶେଷ ହୋଇଛି। ବହୁଦିନ ଧରି ଚାଲିଥିବା ପ୍ରଚାର ଶେଷ ହୋଇଥିବା ବେଳେ ମତଦାନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ଆରମ୍ଭ କରି କେନ୍ଦ୍ର…

ଅପେକ୍ଷାର ଅନ୍ତ, ସୁଡଙ୍ଗରୁ ବାହାରିଲେ ପାଞ୍ଚ ଶ୍ରମିକ

ଉତ୍ତରକାଶୀ: ଦୀର୍ଘ ୧୭ ଦିନର କଷ୍ଟସାଧ୍ୟ ଉଦ୍ଧାର କାର୍ଯ୍ଯ ପରେ ଉତ୍ତରାଖଣ୍ଡର ସିଲ୍କିୟାରାରେ ଭୁଶୁଡ଼ି ପଡ଼ିଥିବା ସୁଡଙ୍ଗରୁ ପାଞ୍ଚ ଜଣ ଖଣି ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ହାଇ-ଟେକ୍ ଡ୍ରିଲିଂ ଉପକରଣ ଏବଂ ମାନୁଆଲ "ରାଟ୍-ହୋଲ୍" କୌଶଳର ମିଶ୍ରଣରେ ହୋଇଥିବା ଏହି ଉଦ୍ଧାର ସମସ୍ତ…