Latest Odisha News

BREAKING NEWS

‘ତନୁ ୱେଡସ୍ ମନୁ ୩’ ରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ଗତ ୨୭ ତାରିଖରେ ରିଲିଜ୍ ହୋଇଛି ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିତୀନ ଫିଲ୍ମ ତେଜସ । ଏହି ଫିଲ୍ମକୁ ନେଇ କଙ୍ଗନା ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାରଣ ଏହି ଫିଲ୍ମଟିରେ ସେ ଜଣେ ୟାର ଫୋର୍ସ ଅଫିସର ତେଜସ ଗିଲ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ତାଙ୍କର ଅଭିନୟକୁ ଲୋକେ ବେଶ୍…

ମା’ ହେଲେ ଆଶ୍‌କା, ପୁଅର ପ୍ରଥମ ଝଲକ କଲେ ସେୟାର

ବମ୍ବେ: ମା’ ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଆଶ୍‌କା ଗୋରାଡିଆ । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଶ୍‌କାଙ୍କ ସ୍ୱାମୀ ବ୍ରେଣ୍ଟ ଗୋବେଲ ପୁଅର ପ୍ରଥମ ଝଲକ୍ ସହ ଫଟୋ ସେୟାର କରିଛନ୍ତି । ଏ ନେଇ ଜଣାପଡ଼ିବା ପରେ ଆଶ୍‌କାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା…

ଜିଭରେ ବିରାଟ କୋହଲିଙ୍କ ଛବି ଆଙ୍କିଲେ ଯୁବକ

ଆଜିକାଲି ଦିନକୁ ଦିନ କ୍ରିକେଟ୍‌ର କେଜ୍ ବଢିବାରେ ଲାଗିଛି । ସେଥିପାଇଁ ସମସ୍ତେ ନିଜ ପସନ୍ଦର କ୍ରିକେଟରଙ୍କୁ ଫଲୋ କରନ୍ତି । କିନ୍ତୁ ବେଳେବେଳେ ଲୋକମାନେ ନିଜ ପ୍ରିୟ ଖେଳାଳିଙ୍କ ପାଇଁ ଏପରି କିଛି କରନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ…

ବେଲ୍ ମିଳିବାରୁ ଜେଲ ଭିତରେ ନାଗିନ୍ ଡ଼୍ୟାନ୍ସ କରିଥିଲେ ରିୟା

ନୂଆଦିଲ୍ଲୀ: ଜେଲ ଏମିତି ଏକ ସ୍ଥାନ ଯେଉଁଠି ସୋସାଇଟି ଆପଣଙ୍କୁ ଗ୍ରହଣ କରିବାକୁ ମନା କରିଦେଲେ ସେଠାରେ ହିଁ ରହିବାକୁ ପଡ଼ିଥାଏ । ମୁଁ ଜେଲରେ ରହିବା ସମୟରେ ସେଠାରେ ମୋର ବିଭିନ୍ନ ପ୍ରକାର କଏଦୀଙ୍କ ସହିତ ଭେଟ ହୋଇଥିଲା । ମୋ ଭଳି ସେଠାରେ ଏମିତି ଅନେକ ମହିଳା କଏଦୀ ଥିଲେ ଯେଉଁମାନେ ବିନା…

ବୁଲା କୁକୁରକୁ ମିଳିଲା ନୂଆ ପରିଚୟ, ଯିବ ନେଦରଲ୍ୟାଣ୍ଡ

ଉତ୍ତର ପ୍ରଦେଶ : ଉତ୍ତରପ୍ରଦେଶର ବାରାଣସୀରେ ରାସ୍ତାରେ ବୁଲୁଥିବା ଏକ ବୁଲା କୁକୁରର ଭାଗ୍ୟ ବଦଳିଯାଇଛି । ତାକୁ ମିଳିଛି ନୂଆ ପରିଚୟ । ଏବେ ସେ ଭାରତ ଛାଡ଼ି ନେଦରଲ୍ୟାଣ୍ଡ ଯିବାକୁ ପୁରା ପ୍ରସ୍ତୁତ ହୋଇସାରିଛି । ତାପାଇଁ ଉପଯୁକ୍ତ ଭିଜା ଏବଂ ପାସପୋର୍ଟ ପ୍ରସ୍ତୁତ ହୋଇସାରିିଛିି । ଏହାର ଏକ…

ମାର୍କରାମଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ: ସଂଘର୍ଷ କରି ଦକ୍ଷିଣ ଆଫ୍ରିକା ନିକଟରୁ ହାରିଲା ପାକିସ୍ତାନ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୧ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ୨୭୧ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୪୭.୨ ଓଭରରେ ୯ ୱିକେଟ ହରାଇ ହାସଲ କରିଥିଲେ । ଆଇଡେନ ମାର୍କରାମ ୯୧ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ସେ ଆଉଟ…

ଜାତୀୟ କ୍ରୀଡା: ପ୍ରଣତିଙ୍କୁ ୨ଟି ସ୍ୱର୍ଣ୍ଣ, ଓଡିଶାକୁ ୬ ପଦକ

ଭୁବନେଶ୍ୱର: ଗୋଆରେ ଚାଲିଥିବା ଜାତୀୟ କ୍ରୀଡାରେ ଓଡିଶା ଆଥଲେଟମାନେ ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶୁକ୍ରବାର ଜିମ୍ନାଷ୍ଟ ପ୍ରଣତୀ ନାୟକ ୨ଟି ସ୍ୱର୍ଣ୍ଣ ସହ ଓଡିଶା ୬ ପଦକ ହାସଲ କରିଛି । ଓଡିଶାର ମହିଳା ରଗବୀ ଟିମ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତପନ ମହାନ୍ତି ଜିମ୍ନାଷ୍ଟିକ୍ସରେ…

୫ମ ଥର ପାଇଁ ‘କ୍ରୁଟ’କୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର

ଭୁବନେଶ୍ବର: ପୁଣି ଥରେ କ୍ରୁଟକୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର । ଏହାକୁ ମିଶାଇ କ୍ରମାଗତ ଭାବେ ୫ମ ଥର ପାଇଁ ଏହି ପୁରଷ୍କାର ହାତେଇଛି 'କ୍ରୁଟ' । ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ 'ମୋ ବସ୍‌' ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଶେଷ ମ୍ୟାଚରେ ବିଜୟ ସତ୍ୱେ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଲାନି ଓଡିଶା

ମୁମ୍ବାଇ: ସୟେଦ ମୁସ୍ତାକ ଅଲୀ ଟ୍ରଫିର ଶେଷ ଲିଗ ମ୍ୟାଚରେ ବିଜୟ ହାସଲ କରିଥିଲେ ମଧ୍ୟ ଓଡିଶା ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡିଶା ୧୭ ରନରେ ଚଣ୍ଡୀଗଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୭ ୱିକେଟ ବିନିମୟରେ…

ମାଟି କଳସ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ନୂଆଦିଲ୍ଲୀରେ ପ୍ରତିଷ୍ଠା ହେବ ଅମୃତ ବାଟିକା

ଭୁବନେଶ୍ୱର: ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତ ପବିତ୍ର…