ଆଜି ମଧ୍ୟାହ୍ନରୁ ଭାରତ-ପାକିସ୍ତାନ ବିଶ୍ବକପ ମ୍ୟାଚ ପାଇଁ ଟିକେଟ୍ ବିକ୍ରି
ମୁମ୍ବାଇ: ଚଳିତ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମହାମୁକାବିଲାକୁ ନେଇ ଯେଉଁ ଉତ୍ସାହ ସୃଷ୍ଟି ହୋଇଛି, ତାହା ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ଖେଳାଯିବ । ଏବେ ଏହି ପ୍ରତିଯୋଗିତା ପାଇଁ ୧୪ ହଜାର ଟିକେଟ୍ ଜାରି କରିବାକୁ ବିସିସିଆଇକୁ ବାଧ୍ୟ କରିଛି।
ଅହମ୍ମଦାବାଦରେ…