ଆସୁଛି ‘କାନ୍ତାରା-୨’, କେଜିଏଫ ଓ ବାହୁବଳିକୁ ଦେବ କଡ଼ା ଟକ୍କର !
ମୁମ୍ବାଇ: ରିଲିଜ୍ ହେଲା ‘କାନ୍ତାରା-୨’ର ଟିଜର। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏହି କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’ ସୁପରହିଟ୍ ହୋଇଥିଲା। ଏହାର ଅଭିନୟ ତଥା ନିର୍ଦ୍ଦେଶନା ଦେଇ ଇତିହାସ ସୃଷ୍ଟି କରିଥିଲେ ଅଭିନେତା ଋଷବ ସେଟ୍ଟୀ। ଏହି ଚଳଚ୍ଚିତ୍ରର ଗୋଟିଏ ଭାଗ ବକ୍ସ ଅଫିସରେ…