କାହିଁକି ମାଟି ହାଣ୍ଡି ଭିତରେ ପୂଜା ପାଆନ୍ତି ମାଆ ?
ପିପିଲି: ଓଡିଆ ଘରେ ବାର ମାସରେ ତେର ପର୍ବ ପାଳିତ ହୁଏ । ଓଡିଶାରେ ଅନେକ ମଠ, ମନ୍ଦିର , ପର୍ଯ୍ୟଟନସ୍ଥଳୀ ରହିଛି । ଯେଉଁ ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଏ । ସେଥିମଧ୍ୟରୁ ଏପରି ଏକ ସ୍ଥାନ ହେଉଛି ମା ଉତ୍ତରାୟଣୀଙ୍କ ପୀଠ । ଯାହା ପୁରୀ ଜିଲ୍ଲା…