Latest Odisha News

BREAKING NEWS

ଭାଷା ଭାଗବତ : ସତ୍ୟ ସଂଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜଣେ ଅପରଠାରୁ ଭିନ୍ନ ହେବାରୁ ପ୍ରତ୍ୟେକେ ଅନନ୍ୟ ହୋଇ ରହଂତି ଏଠି ଜିଇଁ ଏହାକୁ ବିରୋଧ କିପାଇଁ ? ସର୍ବେ ହୋଇବେ ସର୍ବସମ ଏ ଚିଂତା ନୁହଇ ଉତ୍ତମ ସମତା ସାଧନ ଉଦ୍ୟମ ହୁଏ ନିଷ୍ଫଳା ପରିଶ୍ରମ ନିଜ ମନକୁ ଖଂଡ ଖଂଡ…

ଅକ୍ଟୋବର୧୪ରୁ ଖୋଲିବ ଶିମିଳିପାଳ : ସକାଳ ୬ଟାରୁ ୯ଟା ମଧ୍ୟରେ କାଳିଆଣି ଫାଟକ ଦେଇ ପ୍ରବେଶ କରିପାରିବେ ପର୍ଯ୍ୟଟକ

ମୟୁରଭଞ୍ଜ: ଅକ୍ଟୋବର ୧୪ ତାରିଖରୁ ଖୋଲିବାକୁ ଯାଉଛି ଶିମିଳିପାଳ ଜାତୀୟ ଉଦ୍ୟାନ  । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି  । ଦୀର୍ଘ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ  । ସକାଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଓଡ଼ିଆ ମାସ ଅନୁସାରେ ପାଳିତ ହେଉଥିବା ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣୀଗୁଡ଼ିକ ବିଷୟରେ ଆଲୋଚନା ଜାରି…

ଅଜବ ମହଲ, ଯାହାର ଚାରିପଟେ ରହିଛି ଭୟାନକ ମୂର୍ତ୍ତି

ଏଥେନ୍‌ସ: ଗ୍ରୀସ୍‌ର ପେଲୋପେନିସ ଅଞ୍ଚଳରେ ଏକ ଅଜବ ପ୍ରକାର ମହଲ ଅଛି, ଯାହାକୁ ଗ୍ରୀସ୍‌ର ଡିଜ୍‌ନିଲାଣ୍ଡ କୁହାଯାଏ । ଏହାର ନିର୍ମାଣ ମଧ୍ୟଯୁଗୀୟ ଭଳି ଦେଖିବାକୁ । ଏହି ମହଲକୁ ପହରା ଦେବାକୁ ଚାରିପଟେ ବଡ଼ ବଡ଼ ଭୟାନକ ମୂର୍ତ୍ତର୍ି ରହିଛି । ଏହାର ଖର୍ଚ୍ଚ ଅଧିକ ହେବାରୁ ତାକୁ ଖାଲି ଛଡ଼ାଯାଇଛି…

ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ପ୍ରଥମ ପ୍ରର୍ଯ୍ୟାୟ କାମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାନୁଆରୀ ଏକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପ୍ରର୍ଯ୍ୟାୟ କାମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଏହି ପ୍ରକଳ୍ପର ସମୀକ୍ଷା କରିଥିବା ନବୀନ ପଟ୍ଟନାୟକ ମୋଟ 5929 କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)କୁ ମଧ୍ୟ ଅନୁମୋଦନ…

ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜାରେ ଶତାଧିକଙ୍କ ମୃତ୍ଯୁ, ହଜାରେରୁ ଅଧିକ ଆହତ

ଜେରୁଜେଲମ୍: ଦୀର୍ଘ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗାଜାରେ ଇସ୍ରାଏଲର ପାଲଟା ଆକ୍ରମଣରେ ଅନ୍ୟୂନ ୧୯୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୬୧୦ ଜଣ ଆହତ ହୋଇଛନ୍ତି। ଗାଜା…

ଆଫଗାନିସ୍ତାନରେ ଭୂମିକମ୍ପ; ଶତାଧିକ ମୃତ, ହଜାରେରୁ ଅଧିକ ଆହତ

କାବୁଲ: ଶନିବାର ପଶ୍ଚିମ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂକମ୍ପରେ ମୃତ୍ୟୁସଂଖ୍ୟା ପ୍ରାୟ ୧୨୦କୁ ବୃଦ୍ଧି ପାଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି। ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ କହିଛି ଯେ, ଏହି ଅଞ୍ଚଳର ସବୁଠାରୁ ବଡ଼ ସହର ହେରାତର ଉତ୍ତର-ପଶ୍ଚିମରେ ଏହାର…

ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ: ଇସ୍ରାଏଲର ସାଥ ଦେଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହମାସ ଉଗ୍ରବାଦୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଇସ୍ରାଏଲ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି । ଇସ୍ରାଏଲ ଉପରେ ହୋଇଥିବା ହମାସର ଆକ୍ରମରକୁ ଆତଙ୍କବାଦୀ ଆକ୍ରମଣ ବୋଲି କହି ଏହାର କଡା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ…

ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଫିଲ୍ମରେ ଦେଖିଲେ ଦର୍ଶକ

ଭୁବନେଶ୍ୱର: ଓଡ଼ିଶାର ବଲାଙ୍ଗୀର ଜିଲା ପାଟଣାଗଡ଼ରେ ଘଟିଥିବା ଚାଞ୍ଚଲ୍ୟକର ପାର୍ସଲ ବୋମା ବିସ୍ଫୋରଣ ଘଟଣା ଆଜି ପର୍ଯ୍ୟନ୍ତ କାହା ମନରୁ ପାଶୋରି ନାହିଁ । ସେଦିନର ସେଇ ବହୁ ଚର୍ଚ୍ଚିତ ଘଟଣାକୁ ନେଇ ଫିଲ୍ମ ମାଧ୍ୟମରେ ଲୋକମାନଙ୍କ ପାଖରେପହଞ୍ଚାଇଛନ୍ତି ନିର୍ମାତା । ଏହି ସତ୍ୟ ଘଟଣାକୁୁ ନେଇ…

କୁମ୍ଭକର୍ଣ୍ଣ ପରି ଶୁଅନ୍ତି ମହିଳା, ବିସ୍ଫୋରଣ ହେଲେ ବି ଉଠନ୍ତି ନାହିଁ

ନ୍ୟୁୟର୍କ: ଆପଣ କୁମ୍ଭକର୍ଣ୍ଣଙ୍କ ବିଷୟରେ ଶୁଣିଥିବେ ନିଶ୍ଚୟ । ଯିଏ ଥରେ ଶୋଇଲେ ମାସ ମାସ ଧରି ଉଠି ନ ଥାନ୍ତି । କିନ୍ତୁ ଆମେରିକାରେ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ ନିଦ ମଧ୍ୟ କୁମ୍ଭକର୍ଣ୍ଣଙ୍କ ପରି । ସେ ଥରେ ଶୋଇଲେ ୨ ସପ୍ତାହ ପର୍ଯ୍ୟନ୍ତ ଉଠି ନ ଥାନ୍ତିି । ସେ କ’ଣ ପାଇଁ ଦୀର୍ଘ…