ଭାଷା ଭାଗବତ : ଦେଶୋନ୍ନୟନ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଯାହାକୁ କରିବ ବିରୋଧ
ସେ ହେବ ଅଧିକ ସମୃଦ୍ଧ
ଧନୀକୁ ବିରୋଧ କରିବ
ସେ କେବେ ହେବନି ଗରିବ
ଜ୍ଞାନୀଂକୁ କରିଲେ ବିରୋଧ
ହୁଅଂତି ନିଶ୍ଚିଂତ ପ୍ରବୁଦ୍ଧ
ଏହା ତ ଜନମନସ୍ତତ୍ତ୍ବ
ହୋଇସାରିଛି ପ୍ରମାଣିତ
ଈର୍ଷାଳୁ କରିଲେ ବିରୋଧ…