Latest Odisha News

BREAKING NEWS

ଶୀତଦିନେ ଖାଆନ୍ତୁ ଏହି ଶାଗ : ମଧୁମେହ, ହୃଦରୋଗ ଓ ମେଦବହୁଳତାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ଶୀତଦିନେ ସାଧାରଣତଃ ଆମେ ବିଭିନ୍ନ ଉପାୟରେ ଆମ ଶରୀରର ଯତ୍ନ ନେଇଥାଉ  । କିଏ ଶରୀରକୁ ସୁସ୍ଥ ରଖିବାକୁ ସତେଜ ପନିପରିବା ଖାଆନ୍ତି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟ ପ୍ରଣାଳୀରେ ସାମିଲ କରନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଶାଗ ବିଷୟରେ କହିବାକୁ ଯାଉଛୁ ।…

ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି , ଖୁବ୍ ଶୀଘ୍ର ପରିବାରକୁ ଫେରିଆସିବେ: ଫାଇଭ୍-ଟି ଅଧ୍ୟକ୍ଷ

ଭୁବନେଶ୍ବର :  ଏହା ମଧ୍ୟରେ ଘଟଣାକୁ ୧୩ଦିନ ପୁରି ଆଜି ୧୪ ଦିନ ଚାଲିଛି  । ହେଲେ ଏବେବି ଟନେଲ୍ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଛି  । ହେଲେ ବାରମ୍ବାର ରେସ୍କ୍ୟୁ ଅପରେସନରେ ବାଧା  ବାଧା ସୃଷ୍ଟି ହେଉଛି ।କେବେ ଘଟିବ ଅପେକ୍ଷାର ଅନ୍ତ ?…

ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ଯାଜପୁର: ପୁଣି ଅଲୋଡା ହେଲେ ଶିଶୁ କନ୍ୟା । ଗତକାଲି ଯାଜପୁର ବ୍ୟାସନଗର ସହରର ଏକ ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି  । ଶିଶୁର ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଶିଶୁଟିକୁ ଧରି ସପିଂ ମଲରେ ବୁଲୁଥିବାର ଗ୍ରାହକଙ୍କ ନଜରରେ ପଡିଥିଲା ।…

ସାବଧାନ ! ଦଶରଥପୁର ବ୍ଲକରେ ବୁଲୁଛି ବଣୁଆ ହାତୀ

ଯାଜପୁର: ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ଜୀବନ ହରାଉଛି । ବାରମ୍ବାର ବିଭିନ୍ନ ଅଞ୍ଚଳରୁ ହାତୀ  ଦୌରାତ୍ମର ଖବର ସାମ୍ନାକୁ ଆସୁଛି  । ହେଲେ କହିବାକୁ ଗଲେ ହାତୀ ଘଉଡାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି  । ଏହାରି…

କବିତା : ଈଶ୍ୱର

ସଂଘମିତ୍ରା ରାଏଗୁରୁ  ମୁଁ ପ୍ରେମରେ ତୁ ବି ପ୍ରେମରେ ଫରକ ଏତିକି ମୁଁ ଲୁଣରେ ସମୁଦ୍ର ଦେଖେ ତୁ ଲୁଣର ସାନ୍ଦ୍ରତା ମାପୁଥାଉ ସମୁଦ୍ର ଭିତରେ ମୁଁ ଚର୍ଚ୍ଚାରେ ତୁ ବି ଚର୍ଚ୍ଚାରେ ଖବରଠୁ ଖବରକାଗଜ ଯାଏ ଯିଏ ଯେମିତି ଦେଖିଲା ସେଇ ନଜରରେ ପ୍ରେମ ଆଉ ଚର୍ଚ୍ଚା ଚର୍ଚ୍ଚା ଆଉ…

ମହାପଞ୍ଚୁକ ବ୍ରତ: ଆଜି ଆଡକିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶ ତିଥି  । ଆଜି ପଞ୍ଚୁକର ୩ୟ ଦିନରେ ଆଡକିଆ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ  ଚୂଳ ଲାଗି କରାଯାଇଥାଏ । ମାଆ ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ  ମସ୍ତକର ଶୀର୍ଷ…

ପ୍ରଶାସନ-ପୂଜକ ଆଲୋଚନ ବିଫଳ : ଆଜି ବଡ ଓଷାରେ ଦ୍ବାର ଭାଙ୍ଗି ବାବା ଧବଳେଶ୍ବରଙ୍କ ବଡସିଂହାର ବେଶ ଦର୍ଶନ କଲେ ଭକ୍ତ

କଟକ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ପଞ୍ଚୁକର ୩ୟ ଦିନରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ବର…

ଭାଷା ଭାଗବତ : ବିବେକ’ ଏବେ ମୃତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଚାଂଚଲ୍ୟକର ଏ ଖବର ସର୍ବେ ଜାଣିବା ଦରକାର 'ବିବେକ' ହେଲା ଏବେ ମୃତ ଏ ସତ୍ୟ ଲୋକେ ଜାଣଂତି ତ! ଆଲୋକ ହେଲା ଅଂତର୍ହିତ କେହି ନୁହଂତି ଶୋକଗ୍ରସ୍ତ ଉଜ୍ଜ୍ବଳତାର ଅବସାନ ଯୋଗୁଁ କେ ହୋଇନି ବିଷଣ୍ଣ ଚେତାଉଥିଲା ଦିବା ନିଶି…

ଭୋଟ୍ ଦେଉଛି ରାଜସ୍ଥାନ : ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ସିଧାସଳଖ ଲଢେଇ

ନୂଆଦିଲ୍ଲୀ : ଆଜି ହେଉଛି ରାଜସ୍ଥାନ ବିଧାନସଭା ନିର୍ବାଚନ  । ରାଜସ୍ଥାନରେ ୨୦୦ରୁ ୧୯୯ ବିଧାନସଭା କ୍ଷେତ୍ରରେ ମତଦାନ ଜାରି ରହିଛି  । ଏହା ସକାଳ ୭ଟାରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ  । ଡିସେମ୍ବର ୩ ତାରିଖରେ ଭୋଟ୍ ଗଣନା କରାଯିବ  । ୫.୨୫ କୋଟି ଭୋଟର ପ୍ରାୟ ୧୮୬୨…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପ୍ରାଣସ୍ୟ ପ୍ରାଣ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣସ୍ୟ ପ୍ରାଣ ହେଉଛନ୍ତି ଶ୍ରୀଜଗନ୍ନାଥ । ସାଧାରଣ ଭାବରେ ଶରୀର ମଧ୍ଯସ୍ତ ଆତ୍ମାକୁ ପ୍ରାଣ କୁହାଯାଏ । ତେଣୁ ପ୍ରାଣର ପ୍ରାଣ ଶ୍ରୀଜଗନ୍ନାଥଙ୍କ ଉପାସନା, ଆତ୍ମା ଉପାସନା ସହ ସମାନ। ମାନବର (ଜୀବ…