Latest Odisha News

BREAKING NEWS

କୋରାପୁଟରେ ଡବଲ୍ ମର୍ଡର, ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ

କୋରାପୁଟ: ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ। ମୃତ୍ୟୁ ପ୍ରତିଶୋଧରେ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟଣା ଘଟିଛି କୋରାପୁଟ ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦାରେ। ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ…

ମୋବାଇଲରେ ଆସୁଛି କି Emergency Alert ? କିଏ-କାହିଁକି ପଠାଉଛି ଏଭଳି ମେସେଜ, ଜାଣନ୍ତୁ

ଭୁବନେଶ୍ୱର: ସକାଳୁ ସକାଳୁ ମୋବାଇଲକୁ ଆସିଛି ଭାରତ ସରକାରଙ୍କ ମେସେଜ । ଏହା ପୁଣି ଏମର୍ଜେନ୍ସି ଆଲର୍ଟ । ହଠାତ ଏଭଳି ମେସେଜ ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି । କାହିଁକି ଏମିତି ମେସେଜ ଆସିଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । ହଠାତ ସାଇରନ ଶବ୍ଦ ପରି ରିଂ ହେଉଛି ମୋବାଇଲ । ସେ ଶବ୍ଦ…

ଭସାଣି ପାଇଁ କମିଶନରେଟ ପୋଲିସ ଆଲର୍ଟ: ଦାୟିତ୍ୱରେ ଅଛନ୍ତି ୧୫୦ ଜଣ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଧରାପୃଷ୍ଠରୁ ଆଜି ମେଲାଣି ନେବେ ଦୁର୍ଗତି ନାଶିନୀ ମା’ ଦୁର୍ଗା । ମା’ଙ୍କୁ ମେଲାଣି ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅପରାହ୍ନ ୩ଟାରେ ଆରମ୍ଭ ହେବ ଭବ୍ୟ ଭସାଣି ଯାତ୍ରା ।  ରାଜଧାନୀ ଭୁବନେଶ୍ୱରରେ ମାଆଙ୍କୁ ମେଲାଣି ପାଇଁ ପୋଲିସ ପକ୍ଷରୁ…

ଏକାଠି ବାହାରିଲେ ମା’ ସମଲେଶ୍ୱରୀ ଓ ମା’ ରକ୍ତାମ୍ବରୀ, ହେଲେ କେହି କାହା ମୁହଁ ଦେଖିଲେନି

ନୂଆପଡ଼ା: ବାଜା ସାଙ୍ଗକୁ  ବୀରବାଦ୍ୟ ଆଉ ନାଚଗୀତରେ କମ୍ପୁଥିଲା ଗଗନପବନ । ହର୍ଷଉଲ୍ଲାସରେ ଉଛୁଳି ଉଠୁଥିଲା ସହରର ଗଳିକନ୍ଦି । ଶହଶହ ଭକ୍ତଙ୍କ ଗହଣରେ ଧୁମଧାମରେ ଶେଷ ହୋଇଛି  ଖଡ଼ିଆଳ ଐତିହାସିକ ଯୋଡି ଛତର ଯାତ୍ରା ।  ଖଡ଼ିଆଳର ମା’ ସମଲେଶ୍ବରୀ ଓ ରକ୍ତାମ୍ବରୀଙ୍କ ଯୋଡି ଛତର ଯାତ୍ରା …

ବାଂଲା ଉପକୂଳ ଅତିକ୍ରମ କଲା ‘ହାମୁନ୍’: ଘଣ୍ଟାପ୍ରତି ପବନର ବେଗ ଥିଲା ୭୫ରୁ ୮୫ କିମି

ଭୁବନେଶ୍ୱର:ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଛି ବାତ୍ୟା ହାମୁନ । ମଙ୍ଗଳବାର ରାତି ସାଢେ ଗୋଟାଏରୁ ସାଢେ ୨ଟା ମଧ୍ୟରେ ଏହା ବାଂଲାଦେଶ ଦେଇ ଅତିକ୍ରମ କରିଛି ।  ଭୁବନେଶ୍ୱର ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ଚିଟ୍ଟାଗଙ୍ଗଠାରୁ ୪୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିଲା।…

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ: ଉପାସରେ ମହାପ୍ରଭୁ

ଭୁବନେଶ୍ୱର: ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ  ଅସନ୍ତାେଷ ଯୋଗୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ନା ହୋଇପାରିଛି ମଙ୍ଗଳଆଳତି ନା  ମହାଦେବଙ୍କ ନୀତି । ଜମିଜମା ବିବାଦକୁ ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା  ନିଯୋଗ…

ଦଶହରା ଦେଖି ଫେରୁଥିଲେ, ଅଧାବାଟରେ ଚାଲିଗଲା ୪ ଜୀବନ

ନୂଆପଡା:ଲୁହରେ ଭିଜିଲା ଦଶହରା ଖୁସି । ଦଶହରା ବୁଲି ଯାଇଥିଲେ । ହେଲେ ଘରକୁ ଫେରିଲେନି । ଫେରିଲା ମୃତଦେହ । ଭୟଙ୍କର ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଚାଲି ଯାଇଛି ୪ ଜୀବନ । ଦୁର୍ଘଟଣା ଘଟିଛି ନୂଆପଡା ଜିଲ୍ଲା ବୋଡେନ ଥାନା ରାଜପୁର ଛକ…

ରାସ୍ତା ମଝିରେ ହୁତହୁତ ଜଳିଗଲା କାର, ଭିତରେ ଥିଲେ ୪ ଜଣ

ବାଲିପାଟଣା:ଜଳିଗଲା କାର । ରାସ୍ତାରେ ଯାଉଥିବା ସମୟରେ ହୁତ ହୁତ ଜଳିବାକୁ ଆରମ୍ଭ କରିଥିଲା । ଜଳିବା ସମୟରେ କାରରେ ବସିଥିଲେ ଜଣେ ଶିଶୁ ସମେତ ୪ ଜଣ । ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ଭୁବନେଶ୍ୱର ଉପଖଣ୍ଡ ବାଲିପାଟଣା ଥାନା ଅନ୍ତର୍ଗତ ନିଶ୍ଚିନ୍ତ ପୁରଠାରେ । ମଙ୍ଗଳବାର ରାତିରେ କାରଟି…

ନୀରବି ଯାଇଛି କୋଳାହଳ, ଚାରିଆଡ ଖାଁ..ଖାଁ…ଆଜି ମେଲାଣି ନେବେ ମା’

ଭୁବନେଶ୍ୱର: ଆଜି ସବୁଆଡ ଲାଗୁଛି ଖାଁ..ଖାଁ..ଶୂନଶାନ । ଯେମିତି ବନ୍ଧୁବାନ୍ଧବରେ ପରିପୂର୍ଣ୍ଣ ଗହଳି ଘର ହଠାତ ନୀରବି ଯାଇଛି । ପୂଜା ମଣ୍ଡପ ଶୂନ୍ୟ ପଡିଛି । ମା’ ଅଛନ୍ତି ହେଲେ ଭିଡ ନାହିଁ  । ଠାଏ ଠାଏ ଖୋଲା ହେବାକୁ ଲାଗିଲାଣି ତୋରଣ । ଆଜି ମେଲାଣି ନେବା ମା’ । ସେଥିପାଇଁ ବୋଧହୁଏ…

କବିତା : ଜୀବନ ସଙ୍ଗୀତ

ବିନୋଦିନୀ ଦାଶ ଗାଉଥାଏ ନିତି ଏ ମଣିଷ ଜାତି ତା'ର ଜୀବନ ସଙ୍ଗୀତ ସୁଖଦୁଃଖ ବୋଳା ଲହରୀର ମାଳା ହୃଦୟକୁ ହିଲ୍ଲୋଳିତ ସମ ବିଷମ ଗତି ଜନମୁ ମରଣ ତାଳ ଭିନ୍ନ ଭିନ୍ନ ଦେଇ ଚାଲଇ ନିୟତି ସେଠୁ ଲଭଇ ତୃପ୍ତି ଅତୃପ୍ତି । ବୁଝିଥାଏ ମନ ମାଟିଦେହ ଲୀନ ହୋଇବ ଦିନେ ମାଟିରେ ତଥାପି ଲୋଭରେ…