ଇଣ୍ଡିଆନ୍ ଏୟାର ଫୋର୍ସରେ ତେଜସ୍ ଉଡ଼ାଉଥିବା ପାଇଲଟଙ୍କୁ ମଳିଥାଏ କେତେ ଟଙ୍କା ? ଜାଣନ୍ତୁ ଡିଟେଲ୍ସ..
ନୂଆଦିଲ୍ଲୀ: ଦୁବାଇ ଏୟାର ଶୋ’ରେ ଶୁକ୍ରବାର ଦିନ ସ୍ୱଦେଶୀ ତେଜସ୍ ଲଢୁଆ ବିମାନର ଏକ ବଡ଼ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଛି । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ତେଜସ୍ ଆକାଶରେ ରୋମାଞ୍ଚକର କରତବ ଦେଖାଉଥିବା ବେଳେ ହଠାତ୍ ଏକ ମୋଡ଼ ନେବା ସମୟରେ ବିମାନଟି ତଳକୁ ଖସିପଡ଼ିଲା। କେବଳ କିଛି…