Latest Odisha News

BREAKING NEWS

ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୨ ମାଓବାଦୀ ନିହତ

ନାରାୟଣପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ସୋମବାର ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜଣେ ଅଧିକାରୀଙ୍କ ଅନୁଯାୟୀ, ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏବଂ କିଛି…

ଜୁନ୍ ୨୦୨୪ରୁ ଗଲାଣି ୨୨ ଛାତ୍ରଛାତ୍ରୀଙ୍କ ଜୀବନ, ୧୧ ଗିରଫ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୨୦୨୪ରୁ ଓଡ଼ିଶାରେ ୨୨ଟି ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ସରକାରୀ ଏବଂ ବେସରକାରୀ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସୂଚନା ଦେଇଛନ୍ତି। ରାଜ୍ୟ ବିଧାନସଭାରେ…

ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ ବଳଙ୍ଗା ପୀଡ଼ିତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କ ଉପରେ ବଡ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭାର ମୌସୁମୀ ଅଧିବେଶନର ସୋମବାର ଗୃହରେ ମୋହନ କହିଛନ୍ତି ଯେ, ନିଜେ ନିଜ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲେ ପୀଡିତା ଜଣଙ୍କ । ଦିଲ୍ଲୀ ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତାରଙ୍କ…

Odisha Assembly Chaos: ବିଶୃଙ୍ଖଳା ଭିତରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ, ଦୁଇ ଦିନ ଗୃହ ଅଚଳ ଯୋଗୁଁ…

ଭୁବନେଶ୍ବର: ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳାବସ୍ଥାରେ ଚାଲିଛି ଗୃହ । ଏହାରି ଭିତରେ ଆଜି ଅପରାହ୍ଣ ୪ଟା ପରେ ଟିକିଏ ଗୃହ ଚାଲିଥିବା ବେଳେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ କରିଛନ୍ତି ସୁରମା ପାଢୀ । ବାଚସ୍ପତି କହିଛନ୍ତି, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ଜାରି…

Bodyguard Satellite: ବଡିଗାର୍ଡ ସାଟେଲାଇଟ ନିର୍ମାଣ କରିବ ଭାରତ, ମହାକାଶ ଯୁଦ୍ଧରେ ଶତ୍ରୁର ପ୍ରତ୍ୟେକ ଗତିବିଧି…

ନୂଆଦିଲ୍ଲୀ: ଭାରତ ଏବେ ଏହାର ମହାକାଶ ସୁରକ୍ଷା ରଣନୀତିକୁ ମଜବୁତ କରୁଛି। ସୂତ୍ର ଅନୁଯାୟୀ, ସରକାର "ବଡିଗାର୍ଡ" ସାଟେଲାଇଟ୍ ବିକଶିତ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କର କାର୍ଯ୍ୟ ହେବ ଭାରତୀୟ ସାଟେଲାଇଟ୍‌ଗୁଡ଼ିକୁ ଶତ୍ରୁ ଦେଶମାନଙ୍କ ଦ୍ୱାରା ସମ୍ଭାବ୍ୟ…

Pakistan PAF: ଭୁଲବଶତଃ ନା ଜାଣିଶୁଣି ଆକ୍ରମଣ?, ନିଜ ନାଗରିକଙ୍କୁ ଚୀନ୍ ବୋମା ପକାଇ ମାରିଲା ପାକିସ୍ତାନ…

ନୂଆଦିଲ୍ଲୀ: ନିଜ ନାଗରିକଙ୍କୁ ବୋମା ପକାଇ ହତ୍ୟା କଲା ପାକିସ୍ତାନ । ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଉଦ୍ଦିଷ୍ଟ ପାକିସ୍ତାନୀ ବାୟୁସେନା ନିଜ ନାଗରିକଙ୍କ ଉପରେ ବୋମା ପକାଇଛି। ଏହି ଆକ୍ରମଣରେ ଅତି କମ୍ ରେ ୩୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣ…

କ୍ୟାପିଟାଲ୍‌ ହସ୍ପିଟାଲରେ ଶିଶୁର ମୃତ୍ୟୁ ଉତ୍ତେଜନା; ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋ‌ଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁକୁ ଭୁଲ ଇଞ୍ଜେକ୍ସନ ଦେବା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣାରେ ଏକ୍ସ ରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୪…

OMFED Dairy Products: ଶସ୍ତା ହେଲା ଓମଫେଡ୍ ଉତ୍ପାଦ, ଜାଣନ୍ତୁ କ୍ଷୀର ଓ ପନିରର ନୂଆ ରେଟ୍

ଭୁବନେଶ୍ୱର: ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଆଜିଠାରୁ ଆରମ୍ଭ ହେଲା ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’। ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ହେବା ସହ ଶସ୍ତା ହୋଇଛି। ଫଳରେ ଆଶ୍ବସ୍ତ ହୋଇଛନ୍ତି ମଧ୍ୟବିତ୍ତଙ୍କଠୁ ଆରମ୍ଭ କରି ଚାଷୀ। ନୂଆ ଜିଏସଟି ଲାଗୁ ପରେ ଶସ୍ତା ହେଲା ଓମଫେଡ୍…

ରାଜ୍ୟରେ ୧୮୨ଟି ଆଇଏଏସ, ଆଇପିଏସ ଓ ଆଇଏଫଏସ ପୋଷ୍ଟ ଖାଲି ପଡିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ, ଆଇପିଏସ ଓ ଆଇଏଫଏସ ଆଦି ୧୮୨ଟି ପୋଷ୍ଟ ସମ୍ପୂର୍ଣ୍ଣ ଖାଲି ପଡିଛି । ତେବେ ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ସେବାରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା କେତେ? ଆଉ ଆଜିର ଦିନରେ…

ଏୟାର ଇଣ୍ଡିଆ ଘଟଣାରେ ପାଇଲଟଙ୍କୁ ଦୋଷ ଦେବା ଦୁର୍ଭାଗ୍ୟଜନକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏଆଇ -୧୭୧ ବିମାନ ଦୁର୍ଘଟଣାରେ କେବଳ ପାଇଲଟଙ୍କ ତ୍ରୁଟି ଥିଲା ଏହା କହିବା ଦୁର୍ଭାଗ୍ୟଜନକ। ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରି ଏଭଳୀ କହିଛନ୍ତି। ଏହି ଘଟଣାରେ କୋର୍ଟ କେନ୍ଦ୍ର ସରକାର, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ ବିମାନ ଦୁର୍ଘଟଣା…