Latest Odisha News

FM StudentCase:FM ଛାତ୍ରୀ ଆତ୍ମାହୁତି ମାମଲା;୧୦ ମାସ ପରେ ଜେଲରୁ ବାହାରିଲେ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ

ବାଲେଶ୍ବର:FM ଛାତ୍ରୀ ଆତ୍ମାହୁତି ମାମଲା ।୧୦ ମାସ ପରେ ବାଲେଶ୍ବର ଜିଲ୍ଳା ମୁଖ୍ୟ କାରାଗାରରୁ ବାହାରିଲେ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ । ହାଇକୋର୍ଟରୁ ଜାମିନ ପରେ ଜେଲରୁ ବାହାରିଲେ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ମୁଖ୍ୟ ଅଭିଯୁକ୍ତ ପ୍ରଫେସର…

ଭାଷଣ ଦେଲା ବେଳେ କେନ୍ଦ୍ରମନ୍ତ୍ରୀ ଜୀତନ ରାମ ମାଂଝୀଙ୍କ ଉପରେ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ!

ଗୟା: ବିହାରର ଗୟା ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି। ଏକ ସ୍କୁଲ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ମୁଖ୍ୟ ଜୀତନ ରାମ ମାଂଝୀଙ୍କ ଉପରେ ଖୋଲାଖୋଲି ପଥର ମାଡ଼ କରାଯାଇଛି। ତେବେ ସୌଭାଗ୍ୟବଶତଃ ଏହି ଆକ୍ରମଣରୁ…

ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ୮୧ ହଜାର ୫୯୦ କୋଟି ଟଙ୍କା ନିବେଶ କଲା ଆବିଆଇ: ଜାଣନ୍ତୁ ଏହାର ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ଅର୍ଥର ପ୍ରବାହକୁ ସ୍ୱାଭାବିକ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଦିନ ଆରବିଆଇ ଏକ ୩ ଦିନିଆ ଭେରିଏବଲ୍ ରେଟ୍ ରେପୋ ନିଲାମ ଜରିଆରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ୮୧ ହଜାର ୫୯୦…

BSE Odisha:ଜୁନ୍ ୨୧ ପରିବର୍ତ୍ତେ ଏହି ଦିନ ହେବ OTET ପରୀକ୍ଷା

କଟକ:ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ OTET ପରୀକ୍ଷା ଜୁନ୍ ୨୧ ତାରିଖରେ ହେବାର ଥିଲା, ମାତ୍ର ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଶୁକ୍ରବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୬ ପାଇଁ ତାରିଖ ପରିବର୍ତ୍ତନ କରିଛି । ଆସନ୍ତା ଜୁନ୍ ୨୮…

ଟ୍ରିବୁନାଲରେ ମହାନଦୀରେ ଉପଲବ୍ଧ ଜଳ ରାଶି ସମ୍ପର୍କିତ ଦାଖଲ ହୋଇଥିବା ବିଭ୍ରାନ୍ତିକର ତଥ୍ୟର ପୁନର୍ବିଚାର ପାଇଁ ଦାବି

ଭୁବନେଶ୍ୱର: ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ କରାଯାଇଥିଲା l ଗତ ମେ ମାସ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ସମୟ ମଗା ଯାଇଥିଲା ଏବଂ ମେ ୨୦ ତାରିଖ ସୁଦ୍ଧା ଆଲୋଚନା ପାଇଁ ନିବେଦନ କରାଯାଇଥିଲା l ମାତ୍ର…

ଏବୋଲା ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ଏବୋଲା ଭାଇରସ୍ ନେଇ ବିଶ୍ୱସ୍ତରରେ ଚିନ୍ତା ବଢୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ସତର୍କତା ବଢାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଆଲର୍ଟ ଜାରି କରାଯାଇଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟରେ କଡ଼ା ନଜର…

ଟ୍ରେଣ୍ଡ କରୁଛି ଏମଏସ ଧୋନୀ ସ୍କାମ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଚଳିତ ଆଇପିଏଲରେ ନୈରାଶ୍ୟଗନକ ପ୍ରଦର୍ଶନ କରି ପ୍ଲେ ଅଫ ଦୌଡରୁ ବାଦ ପଡିଛି । ସମ୍ପୂର୍ଣ୍ଣ ସିଜନରେ ଦଳର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀ ଗୋଟିଏ ବି ମ୍ୟାଚ ଖେଳି ନ ଥିଲେ । ଧୋନୀ ସିଜନ ଆରମ୍ଭରୁ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ଫ୍ରାଚାଇଜ ପକ୍ଷରୁ…

ଦେଶରେ ଧନୀ-ଗରିବ ତାରତମ୍ୟ ଭୟଙ୍କର ଭାବେ ବୃଦ୍ଧି ପାଉଛି: କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବାଶିଷ ନାୟକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୀତି ପରଚାଳନା ଓ ବହୁ କ୍ଷେତ୍ରରେ ଭୁଲ ନିଷ୍ପତ୍ତି ଯୋଗୁଁ ଭାରତ ବର୍ଷର…

ୟୁପିଏସସି ପ୍ରିଲିମ୍‌ ପାଇଁ ବୃଦ୍ଧି ହେଲା ପରୀକ୍ଷା କେନ୍ଦ୍ର, ଭୁବନେଶ୍ୱର ସହ ଏହି ଦୁଇ ସହରରେ ଅନୁଷ୍ଠିତ ହେବ

ଭୁବନେଶ୍ୱର: ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ପ୍ରିଲିମ୍‌ ପାଇଁ ବଢ଼ିଲା ୩ଟି ପରୀକ୍ଷା କେନ୍ଦ୍ର । ଆଗରୁ ସାରା ଦେଶରେ ୮୦ଟି ପରୀକ୍ଷା କେନ୍ଦ୍ର ଥିଲା ହେଲେ ଏବେ ନୂଆ ୩ଟି ଯୋଡି ହେବା ପରେ ଏହା ବୃଦ୍ଧି ପାଇ ୮୩ଟି ସଂଖ୍ୟାରେ ପହଞ୍ଚିଛି । ଆଗରୁ ଓଡ଼ିଶାରେ କଟକ ଓ ସମ୍ବଲପୁରରେ…

୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିପାରେ SBI

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ State Bank of India ର ଗ୍ରାହକମାନଙ୍କ ପାଇଁ ବଡ଼ ସୂଚନା ଆସିଛି। ମେ ୨୩ରୁ ୨୮ ତାରିଖ ମଧ୍ୟରେ ଲଗାତାର ଛଅ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ଶାଖା ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ସପ୍ତାହାନ୍ତ ଛୁଟି, କର୍ମଚାରୀଙ୍କ ପ୍ରସ୍ତାବିତ…