ଆଇପିଏଲ: ରାଜସ୍ଥାନ ବିପକ୍ଷରେ ରୋମାଞ୍ଚକର ମ୍ୟାଚ, ପଞ୍ଜାବ କିଙ୍ଗସର ବିଜୟ ଧାରା ଜାରି
ଗୌହାଟି: ଆଇପିଏଲର ୧୬ତମ ସଂସ୍କରଣରେ ଆଉ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିିଳିଛି ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ। ରାଜସ୍ଥାନକୁ ୫ ରନରେ ହରାଇ ପଞ୍ଜାବ କିଙ୍ଗସ ବିଜୟ ଧାରା ଜାରି ରଖିଛି। ରାଜସ୍ଥାନକୁ ପଞ୍ଜାବ ୧୯୮ ରନ୍ର ଟାର୍ଗେଟ ଦେଇଥିଲା। ହେଲେ ୨୦ ଓଭରରେ ୭ ୱିକେଟ୍…