ସାପକୁ ମାରି ମାଲିକର ପରିବାରକୁ ରକ୍ଷାକଲା ଆଉ ଏକ ପୋଷା କୁକୁର
ଜୟପୁର: ନଭେମ୍ବର ୪ ତାରିଖରେ ରାଜଧାନୀ ଉପକଣ୍ଠସ୍ଥ ଏକ ଗ୍ରାମରେ ନିଜ ମାଲିକର ପିଲାଙ୍କୁ ବଞ୍ଚାଇବାକୁ ଯାଇ ପୋଷକୁକୁର ଲାଡେନ ଏକ ବିଷାକ୍ତ ସାପକୁ ମାରି ନିଜର ପ୍ରାଣବଳି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଠିକ ସେହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ ।…