ଜିଲ୍ଲାର ସ୍ବାସ୍ଥ୍ୟ ତଦାରଖ ପାଇଁ ସ୍ବାସ୍ଥ୍ୟ ଅଧିକାରୀ ଗାଡ଼ି ଭଡାରେ ନେଇପାରିବେ
ଭୁବନେଶ୍ୱର: ବିଭିନ୍ନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ତଦାରଖ କରିବା ପାଇଁ ଓଡ଼ିଶା ସରକାର ସିଡିଏମଓ, ଏସଡିଏମଓ ଓ ମେଡିକାଲ୍ ଅଫିସରଙ୍କୁ ଗାଡ଼ି ଭଡ଼ାରେ ନେବାକୁ ଜିଲ୍ଲାସ୍ତରରେ ଅନୁମତି ଦେଇଛନ୍ତି।
ଶୁକ୍ରବାର ଦିନ ଜାରି କରାଯାଇଥିବା ଏକ ସରକାରୀ ଚିଠିରେ…