ବ୍ରହ୍ମପୁର ଆକ୍ରମଣ ଘଟଣା: ୨ ଗିରଫ, ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର
ବ୍ରହ୍ମପୁର: ସହରର ଗିରି ରୋଡ୍ରେ ଘଟିଥିବା ଚାଞ୍ଚଲ୍ୟକର ଦମ୍ପତି ଆକ୍ରମଣ ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜ ମାଲହୋତ୍ରା ଏବଂ ଲିଙ୍ଗରାଜ ସାମଲ। ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ ଟାଉନ ଥାନା ପୋଲିସ ଏକ ବିସ୍ତୃତ ତଦନ୍ତ କରି ସେମାନଙ୍କୁ…