କମିଶନରେଟ୍ ପୋଲିସର ‘ୱି କେୟାର ସାଥୀ ଆପ୍’ ଲଞ୍ଚ୍
ଭୁବନେଶ୍ଵର : କମିଶନରେଟ୍ ପୋଲିସର ୱି କେୟାର ସାଥୀ ଆପ୍ ଲଞ୍ଚ୍। ଆପ୍ କୁ ଉଦଘାଟନ କଲେ ପୋଲିସ କମିଶନର। ‘ସାଥୀ’ ଆପକୁ ଅପଡେଟ କରି ‘ୱି କେୟାର ସାଥୀ’ ଓ ସରାଇ ଆପକୁ ମଧ୍ୟ ଅପଡେଟ କରାଯାଇଥିବା ନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଦେଇଛନ୍ତି ସୂଚନା। ମହିଳାଙ୍କ ସୁରକ୍ଷା ପାଇଁ ଏହି ଆପ୍…