Latest Odisha News

BREAKING NEWS

କଂଗ୍ରେସ ବେଳେ ମୋଦୀଙ୍କୁ ମିଛ କେସ୍‌ରେ ଫସାଇବାକୁ ମୋ ଉପରେ ଚାପ ପକାଉଥିଲା ସିବିଆଇ: ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସ ସରକାରରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଛ ଏନ୍‌କାଉଣ୍ଟର ମାମଲାରେ ଫସାଇବାକୁ ଚେଷ୍ଟା କରିଥିଲା। ମୋଦୀଙ୍କୁ ମିଛ ମାମଲାରେ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ବୁଧବାର ଏକ ମିଡିଆ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ପୋପ ଫ୍ରାନ୍ସିସ , ତୁରନ୍ତ ଆରୋଗ୍ୟ କାମନା କଲେ ବାଇଡେନ

ନୂଆଦିଲ୍ଲୀ: ପୋପ ଫ୍ରାନ୍ସିସ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କର  ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି । ଭାଟିକାନର ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଚିକିତ୍ସା ପରେ ଜଣାଯାଇଛି ସେ ଶ୍ୱାସକ୍ରିୟା ଜନିତ ରୋଗରେ ଆକ୍ରାନ୍ତ । ତେବେ ଏହି…

ଜଣେ ଶିକ୍ଷକରେ ଚାଲିଛି ବିଦ୍ୟାଳୟ ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ନୂଆପଡ଼ା : ସ୍କୁଲ ଯିବା ପାଇଁ ନାହିଁ ପକ୍କା ସଡ଼କ । ୪୭ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ । ଅନ୍ଧାରଘେରରେ ଛାତ୍ରଛାତ୍ରୀଙ୍କ ଜୀବନ । ଏ ଦୃଶ୍ୟ ହେଉଛି ତୁକୁଲା ଗ୍ରାମପଞ୍ଚାୟତର ଫୁଣ୍ଡାପଦର ମୁରଲୀଧର ପ୍ରାଥମିକ ବିଦ୍ୟାଳୟର । ଗମନାଗମନ ରାସ୍ତା ବିପର୍ଯ୍ୟସ୍ତ ଥିବାବେଳେ ଗୋଟିଏ ଶିକ୍ଷକରେ…

କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା; ୪୦ରୁ ୫୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ମାର୍ଚ୍ଚ ୩୧ ଓ ଏପ୍ରିଲ ପହିଲାରେ ରାଜ୍ୟର କେତେକ ଜିଲ୍ଲାରେ ପଶ୍ଚିମା-ଝଡ଼ ସର୍ବାଧିକ ପ୍ରଭାବ ପକାଇବ। କୁଆପଥର ମାଡ଼ ସହ ବର୍ଷା ପବନ…

ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌ର ଆଜି ଶୁଭାରମ୍ଭ

ଭୁବନେଶ୍ୱର: ଆଜି ରାମ ନବମୀ। ଆଜି ଠାରୁ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌। ସବୁଜ ପତାକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ରେଳଷ୍ଟେସନରୁ ଆଜି ଏହି ଟ୍ରେନ୍‌ର…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ; ଚାଲିଗଲା ଡ୍ରାଇଭରଙ୍କ ଜୀବନ

କାମାକ୍ଷାନଗର : ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ବାଲିସାହି ନିକଟରେ ଘଟିଛି । ସୂଚନା ଅନୁଯାୟୀ, ଯାଜପୁର…

ଖାଉଟିଙ୍କୁ ଲାଗିଲା ଝଟ୍‌କା; ବଢ଼ିଲା ଓମ୍‌ଫେଡ କ୍ଷୀର ଦର

ଭୁବନେଶ୍ୱର : ପୁଣି ମହଙ୍ଗା ମାଡ଼ । ଚିନ୍ତାରେ ଖାଉଟି । ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର । କ୍ଷୀର ଦର ବୃଦ୍ଧି ନେଇ ଓମ୍‌ଫେଡ କର୍ତ୍ତୃପକ୍ଷ ସୂଚନା ଜାରି କରିଛନ୍ତି । ୫୦୦ ମିଲିଗ୍ରାମକୁ କ୍ଷୀର ୨ ଟଙ୍କା ବୃଦ୍ଧି କରାଯାଇଛି । କୃଷକଙ୍କ ଖର୍ଚ୍ଚ ବୃଦ୍ଧି, ଆନୁଷଙ୍ଗିକ…

ଛଅକାଣ୍ଡର ରାମାୟଣ ଓ ନିର୍ଦ୍ଦୋଷ ରାମ

ରାମ ନବମୀ ଉପଲକ୍ଷେ ଅସିତ କୁମାର ପଣ୍ଡାଙ୍କ ଆଲେଖ୍ୟ  ପୁରୁଷୋତ୍ତମ ଶ୍ରୀରାମଙ୍କୁ ସନାତନ ଧର୍ମ ରେ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ଗ୍ରହଣ କରାଯାଏ । ଆଜି ବି ସତ୍ୟ ଧର୍ମ ନ୍ୟାୟଦ୍ୱାରା ପ୍ରଜାମାନଙ୍କୁ ଉତ୍ତମ ଶାସନ ପ୍ରଦାନ କରିବା ଅର୍ଥରେ ରାମ ରାଜ୍ୟର ପରିକଳ୍ପନା କରାଯାଏ । କହିବା…

ଶ୍ରୀମନ୍ଦିରରେ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ହେଉଛି ପବିତ୍ର ରାମନବମୀ । ଚୈତ୍ର ଶୁକ୍ଲ ତିଥିରେ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ । ମଧ୍ୟାହ୍ନଧୂପ ପରେ ଏହି ନୀତି ପାଳନ କରାଯିବା ନେଇ ସୂଚନା ରହିଛି । ତେବେ ଏହି ରାମ ଜନ୍ମ ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କାରଣ…

ସାଧୁଙ୍କ ନିୟମ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜଣେ ସାଧୁ ଥିଲେ, ଥରେ ସେ ଏକ କୃଷକ ଘରକୁ ଯାଇଥିଲେ । କୃଷକଟି ତାଙ୍କୁ ବହୁତ ସେବା କଲା । ସାଧୁ ତାଙ୍କୁ ପ୍ରତିଦିନ ନାମ ଜପ କରିବାର କିଛି ନିୟମ କହିଲେ । କୃଷକଟି କହିଲା, ପ୍ରଭୁ! ମୁଁ ସମୟ ପାଇ ପାରୁନାହିଁ । ସାଧୁ କହିଲେ-…