ରାଜ୍ୟରେ ପ୍ରତିଷ୍ଠା ହେବ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ସିଫାରିସ କ୍ରମେ ରାଜ୍ୟରେ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ପ୍ରତିଷ୍ଠା ନେଇ ଅନୁମତି ପ୍ରଦାନ କଲେ ଓଡିଶା ସରକାର ।
ଏହି ୬ଟି କୋର୍ଟ ଯଥାକ୍ରମେ କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ, ଖରିଆରରେ ପ୍ରତିଷ୍ଠା ହେବା ନେଇ ସୂଚନା ମିଳିଛି ।…