ବ୍ରହ୍ମପୁରରୁ ଜବତ ହେଲା ନାମିଦାମୀ ବ୍ରାଣ୍ଡର ନକଲି ଲିପିଷ୍ଟିକ ସହିତ ଅନ୍ୟାନ୍ୟ ପ୍ରସାଧାନ ସାମଗ୍ରୀ
ବ୍ରହ୍ମପୁର: ଟାଉନ ପୋଲିସ ଓ ବଡବଜାର ପୋଲିସର ମିଳିତ ଉଦ୍ୟମରେ ଶନିବାର ସହରର ବିଭିନ୍ନ ଦୋକାନରୁ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି କସମେଟିକ୍ ସାମଗ୍ରୀ ବା ପ୍ରସାଧାନ ସାମଗ୍ରୀ ଜବତ କରାଯାଇଛି।
ଏଫ୍ଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଅଭିଯୋଗ ପାଇବା ପରେ ଏହି ଚଢ଼ଉ…