ମଝି ରାସ୍ତାରେ ରିଲ୍ସ କରୁଥିଲେ ଯୁବତୀ, ପଛରୁ ଆସି ନାଚିଲେ ମଦ୍ୟପ
ଆଜିକାଲି ପିଲାଠୁ ବୁଢ଼ା ସମସ୍ତେ ରିଲ୍ସ ପଛରେ ବାୟା । ଆଉ ଯୁବପୀଢ଼ି ଏହା ପଛରେ ପୂରା ପାଗଳ । ସେମାନେ ସ୍ଥାନ,କାଳ ବି ଭୁଲି ଯାଉଛନ୍ତି । ତେବେ ଜଣେ ଯୁବତୀ ଗହଳିପୂର୍ଣ୍ଣ ରାସ୍ତାରେ ରିଲ୍ସ କରୁଥିବା ବେଳେ ପଛରୁ ଜଣେ ମଦ୍ୟପ ଆସି ତାଙ୍କ ସହ ନାଚୁଛନ୍ତି । ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ…