ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ବର୍ଣ୍ଣନା ଭିତରେ ଆମେ କୃଷ୍ଣ ଲୀଳା ସହ ସମ୍ପର୍କିତ ବେଶ ବିଷୟରେ ଆଲୋଚନା କଲେ ଏହି ସବୁ ବେଶ ପ୍ରତିବର୍ଷ ନିର୍ଦ୍ଧିଷ୍ଟ ତିଥିରେ ଅନୁଷ୍ଠିତ ହୁଏ।…