ବର୍ଷା ଯୋଗୁ ନଦୀରେ ଫସିଗଲା ବସ: ଥିଲେ ୫୩ ଯାତ୍ରୀ
ହରିଦ୍ୱାର: ସାରା ଦେଶରେ ଲାଗି ରହିଛି ବର୍ଷାବିତ୍ପାତ । ପାହାଡ ଉପରେ ଲଗାତାର ବର୍ଷା ଯୋଗୁ ନଦୀମାନଙ୍କର ଜଳସ୍ତର ବଢିା ନଦୀ ଭିତରେ ଫସିଗଲା ଏକ ବସ । ବସରେ ୫୩ ଜଣ ଯାତ୍ରୀ ଥିବା ଜଣାଯାଇଛି । ହରିଦ୍ୱାର-ବିଜନୌର ବର୍ଡରରେ ଭାରତ-ନେପାଳ ମୈତ୍ରୀ ବସ ଫସି ଯାଇଛି । ଖବର ପାଇ ସ୍ଥାନୀୟ…